fbpx

ଅସଲି ପୋଲିସ ହାତରେ ନକଲି ପୋଲିସ ଗିରଫ; ୩ ମାସରେ ରୁଜୁ ହୋଇଥିଲା ୧୧ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଅସଲି ପୋଲିସ ହାତରେ ନକଲି ପୋଲିସ ଗିରଫ । କମିସନର ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ୭ ଜଣ ନକଳି ପୋଲିସକୁ ଗିରଫ କରିଛି । ସମସ୍ତ ଇରାନରୁ ଆସି ମଧ୍ୟାପ୍ରଦେଶରେ ରହୁଥିଲେ । ଇରାନୀ ଗ୍ୟାଙ୍ଗ ନା ରେ ପରିଚିତ । ମଧ୍ୟପ୍ରଦେଶ ସମସ୍ତଙ୍କ ଘର ।

ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ପଶ୍ଚିମବଙ୍ଗ , ଓଡ଼ିଶା ରେ ଲୁଟ୍ କରିଛନ୍ତି । ଫେକ୍ ଆଇଡି ପ୍ରସ୍ତୁତ କରି , ହିନ୍ଦିରେ କଥା ହୁଅନ୍ତି । ୩ ଲକ୍ଷ୍ୟ ୫୦ ହାଜର ଟଙ୍କା ,୨ ଗାଡ଼ି , ସୁନା ରୂପା , ଚଷମା, ଜେମ୍ସ ଷ୍ଟୋନ । ଭୁବନେଶ୍ୱରରେ ୩ ମାସରେ ସେମାନଙ୍କ ନାଁରେ ୧୧ ଟି ମାମଲା ରୁଜୁ ହେଇଛି ।

ଏକୁଟିଆ ଯାଉଥିବା ମହିଳା ଙ୍କୁ ସୁନା ଲୁଟ୍ ହେଇଯିବ ବୋଲି କହି ବାହର କରିଦିଅନ୍ତି । ପରେ ନିଜେ ଚତୁରତାର ସହ ନେଇଯାଆନ୍ତି । ଲୁଟ୍ ପରେ ସମସ୍ତେ ଅନ୍ୟ ରାଜ୍ୟକୁ ପଳେଇ ଯାଆନ୍ତି । ଲୁଟ୍ ଟଙ୍କାରେ ଅଏସ ଆରାମ ସହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ସେମାନଙ୍କ ନାମରେ ଆଗରୁ କ୍ୟାପିଟାଲ ,ଲିଙ୍ଗରାଜ, ନୟାପଲ୍ଲୀ ଥାନାରେ ୨ ଟି ସହିଦନର ଖାରବେଳ ୧ ଲେଖାଏଁ ମାମଲା ରହିଛି ।

Get real time updates directly on you device, subscribe now.