fbpx

କାଲି ମଧ୍ୟ ରାତ୍ରିରୁ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ, ନହେଲେ ଗଣିବେ ଜୋରିମାନା

ନୂଆଦିଲ୍ଲୀ  ୧୪ା୨ (ଓଡିଶା ଭାସ୍କର):୧୫ ତାରିଖ ରାତି ୧୨ଟାରୁ ସବୁ ଟୋଲ୍ ଗେଟ୍‌ରେ ଫାଶଟ୍ୟାଗ୍ ବାଧ୍ୟତାମୂଳକ ହେବ । ଫାଶଟ୍ୟାଗ୍ ନଥିଲେ ଦୁଇ ଗୁଣା ଟୋଲ୍ ଆଦାୟ ହେବ । ପୂର୍ବରୁ ଜାନୁଆରୀ ପହିଲାରୁ ଫାଶଟ୍ୟାଗ୍ ବାଧ୍ୟତାମୂଳକ କରିଥିଲା ଏନଏଚଏଆଈ । ଏହାପରେ ପରେ ଡେଡ୍‌ଲାଇନ୍ ଦେଢ଼ ମାସ ଯାଏଁ ବୃଦ୍ଧି କରାଯାଇଥିଲା ।ମାତ୍ର କାଲିଠାରୁ ଏ ନିୟମ କଡାକଡି ଭାବେ ପାଳନ ହେବ ।

Get real time updates directly on you device, subscribe now.