fbpx
BSKY SKY
BSKY SKY

ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପାପୁଅଙ୍କ ଜୀବନ, ମାଆ ଗୁରୁତର

BSKY

ଯାଜପୁର: ଯାଜପୁରରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଦ୍ୟୁତ ଆଘାତରେ ବାପାପୁଅଙ୍କଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଅଛନ୍ତି । ଯାଜପୁର ରୋଡ ଥାନା ବେଙ୍ଗପାଟିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଘରେ ବିଦ୍ୟୁତ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଛି । ଗ୍‌ୁରୁତର ଅବସ୍ଥାରେ ମହିଳାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.