fbpx

(ଭିଡିଓ)ଶ୍ୱଶୁର ଘର ଲୋକ ଦେଇଥିଲେ ଆର୍ବୋସନ୍ ପିଲ୍, ମେଡିକାଲ୍ ନନେଇ ଘରେ କରିଥିଲେ ଟ୍ରିଟମେଣ୍ଟ୍, ଶୁଣନ୍ତୁ କଣ କହିଲେ ତପସ୍ୱିନୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ଶ୍ୱଶୁର ଘର ସାମନାରେ ତପସ୍ୱିନୀ ଧାରଣାରେ ବସିଛନ୍ତି । ହାଡଭଙ୍ଗା ଶୀତରେ ମଧ୍ୟ ସେ ଓ ତାଙ୍କ ମାଆ ସୁମିତଙ୍କ ଘର ଦୁଆର ମୁହଁରେ ବସି ନିଜ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ଏହାରି ଭିତରେ ସେ ଆଉ କଥାର ଖୁଲାସା କରିଛନ୍ତି । ସେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କହିଛନ୍ତି ଯେ, ତାଙ୍କ ଶ୍ୱଶୁର ଘର ଲୋକେ ଆର୍ବୋସନ୍ ପିଲ୍ ଆଣିଥିଲେ । ଯେଉଁଥିରୁ ଗୋଟିଏ ଟାବଲେଟ୍ ତାଙ୍କୁ ଦିଆଯାଇଥିଲା । ଏକଥା ସେ ଜାଣିନଥିଲେ । ପରଦିନ ଡଷ୍ଟବିନ୍ ରୁ ଆର୍ବୋସନ୍ ଟାବଲେଟ୍ ର ରାପର୍ ଦେଖି ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଖୁବ୍ ଖରାପ ହୋଇଯାଇଥିଲା । ତେବେ ଏହି ଭିଡିଓରେ ଶୁଣନ୍ତୁ ଆଗକୁ କଣ କହିଛନ୍ତି ତପସ୍ୱିନୀ ।

Get real time updates directly on you device, subscribe now.