fbpx

ନିଜ ଝିଅର ନଗ୍ନ ଶରୀର ଦେଖିବା ପାଇଁ ହଜାର ହଜାର ଟଙ୍କା ଦେଉଥିଲା ବାପା

ଯୁବପିଢୀଙ୍କୁ ଲାଗିଛି ଟଙ୍କା ରୋଜଗାରର ନିଶା । ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ଖରାପ ବାଟ ମଧ୍ୟ ଆପଣେଇ ନେଉଛନ୍ତି ବିଦେଶୀ ନାଗରିକ । ଏମିତିକି କିଛି ସାଇଟରେ ନିଜର ଆପତ୍ତିଜନକ ଫେଟୋ ଏବଂ ଭିଡିଓ ଅପଲୋଡ କରି ଟଙ୍କା କମାଉଛନ୍ତି । କିନ୍ତୁ ଏହି ସବୁ କାମ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମନାକୁ ଆସିଛି । ଏଭଳି ଏକ ସାଇଟରେ ଜଣେ ଯୁବତୀ ସକ୍ରିୟ ଥିବା ବେଳେ ଅଜାଣତରେ ତାଙ୍କ ବାପା ମଧ୍ୟ ତାଙ୍କ ପ୍ରଶଂସକ ହୋଇ ଯାଇଥିଲେ । ଏମିତିକି ଏସବୁ କାର୍ଯ୍ୟ କରିବା ପାଇଁ ଟଙ୍କା ମଧ୍ୟ ଦେଉଥିଲେ ଯୁବତୀଙ୍କ ବାପା ।

“ଓନଲି ଫ୍ୟାନ୍ସ” ଆଡଲ୍ଟ ସବସ୍କ୍ରିପସନ ସାଇଟରେ ଆକ୍ଟିଭ ଥିଲେ କର୍ଲା ନାମକ ଜଣେ ମହିଳା । ନିଜର କିଛି ଆଡଲ୍ଟ କଣ୍ଟେଣ୍ଟ ତିଆରି ସେ ଏହି ସାଇଟରେ ବିକ୍ରି କରିବା ସହିତ ନିଜର ପ୍ରଶଂସକମାନଙ୍କ ସହିତ ଚାଟ ମଧ୍ୟ କରନ୍ତି । କିନ୍ତୁ ଏହି ଚାଟ କରିବା ଏବଂ କଣ୍ଟେଣ୍ଟ କରିବା ତାଙ୍କୁ ପଡିଛି ମହଙ୍ଗା । ଅନେକ ଫ୍ୟାନ ଫଲୋଇଙ୍ଗ ମଧ୍ୟରେ କର୍ଲାଙ୍କର ,ନରିକ ନାମରେ ଜଣେ ଆକାଉଣ୍ଟ ସହ ବନ୍ଧୁତା ବଢିଥିଲା । ଏନରିକ ଫୋନ ଯୋଗେ କାର୍ଲାଙ୍କୁ ଅଶ୍ଳୀଳ ଅଭିନୟ କରିବା ପାଇଁ ୧୧ ହଜାରରୁ ଅଧିକ ଟଙ୍କା ଅଫର କରିଥିଲେ । କିନ୍ତୁ ଦିନେ ଲାଇଭରେ ଉଭୟ କଥା ହେଉଥିବା ବେଳେ ପଛରୁ ଗୋଟିଏ ଚିହ୍ନା ସ୍ୱର ସେ ଶୁଣିବାକୁ ପାଇଥିଲେ କାର୍ଲା । ଏହି ସ୍ୱର ଥିଲା ତାଙ୍କ ମାଆଙ୍କର । ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସହ ଚାଟ କରୁଥିବା ପ୍ରଶଂସକ ଜଣକ ହେଉଛନ୍ତି ତାଙ୍କ ନିଜ ବାପା । ନିଜ ଝିଅର ଉଲଗ୍ନ ବେଶ ଦେଖିବା ପାଇଁ ଟଙ୍କା ଦେଉଥିଲେ ବାପା ଏନରିକ(ଛଦ୍ମ ନାମ) ।

କେବଳ ସେତିକି ନୁହେଁ ମାର୍କୋସ ନାଁରେ ଆଉ ଏକ ଆକାଉଣ୍ଟ ଖୋଲି ମଧ୍ୟ କାର୍ଲାଙ୍କ ସହ ଯୋଗାଯୋଗ କରୁଥିଲେ ବାପା । ତେବେ ଘଟଣାର ସତ୍ୟତା ପ୍ରଘଟ ହେବା ପରେ ଅନୁତାପ କରୁଛନ୍ତି ଯୁବତୀଜଣକ । ଏହାରି ମଧ୍ୟରେ ଲଗାତାର ବର୍ଷେ ପର୍ଯ୍ୟନ୍ତ ଟଙ୍କା ଦେଇ ନିଜ ଝିଅର ନଗ୍ନ ଶରୀର ଦେଖୁଥିଲେ ହତଭାଗ୍ୟ ବାପା ।

Get real time updates directly on you device, subscribe now.