fbpx

ଦ୍ୱିତୀୟ ଦିନରେ ଚାଲିଛି ଭୋଟ ଗଣତି: ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କିଏ ବିଜୟୀ ଓ କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ଭୋଟ ଗଣତି ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ୨୯୫ ଆସନର ଫାଇନାଲ ରେଜଲ୍ଟ ଆସିସାରିଛି । ୨୬୩ଟି ଆସନରେ ବିଜେଡି ବିଜୟୀ ହୋଇଛୀ । ଏହା ସହ ୧୪ଟି ଆସନ ଜିତିଛି ବିଜେପି । ସେହିପରି ୧୪ଟି ଆସନ ହାସଲ କରିଛି କଂଗ୍ରେସ । ଅନ୍ୟାନ୍ୟ ୪ଟି ଆସନରେ ବିଜୟୀ ହୋଇଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଜିଲ୍ଲା ପରିଷଦ ପ୍ରାର୍ଥୀ ହିସାବରେ କିଏ ଆଗୁଆ ଓ କିଏ ବିଜୟୀ ହୋଇଛନ୍ତି…

କଳାହାଣ୍ଡି:-
କେସିଙ୍ଗା ଜୋନ ୫ରେ ବିଜେଡିର ଦୀପାଞ୍ଜଳୀ ସାହୁ ବିଜୟୀ ।
ଜୟପାଟଣା ଜୋନ ୧୪ରେ ବିଜେପିର ଅଙ୍ଗନ ମାଝୀ ବିଜୟୀ ।
ଧର୍ମଗଡ଼ ଜୋନ ୨୩ରେ ବିଜେଡିର ଗୋପିନାଥ ମହାନନ୍ଦ ବିଜୟୀ ।
କୋକସରା ଜୋନ ୮ରେ ବିଜେଡିର ହେମନ୍ତ ମାଝୀ ବିଜୟୀ ।
ଜୁନାଗଡ଼ ଜୋନ ୧୭ରେ ବିଜେଡିର ସୁଧିର ମେହେର ବିଜୟୀ ।
କଲମପୁର ଜୋନ ୧ରେ ବିଜେଡିର ଦୁହିତା ମାଝୀ ବିଜୟୀ ।
ଗୋଲାମୁଣ୍ଡା ଜୋନ ୧୧ରେ ବିଜେଡିର ହେମାଙ୍ଗିନୀ ରାଉତ ବିଜୟୀ ।
କର୍ଲାମୁଣ୍ଡା ଜୋନ ୩ରେ ବିଜେଡିର ମହେନ୍ଦ୍ର ରଣା ବିଜୟୀ ।
ଥୁ,ରାମପୁର ଜୋନ ୨୧ରେ ବିଜେଡିର ପ୍ରମିଳା ମାଝୀ ବିଜୟୀ ।
ନର୍ଲା ଜୋନ ୨୬ରେ ବିଜେଡିର ନମ୍ରତା ସାହୁ ବିଜୟୀ ।
ଭବାନୀପାଟଣା ଜୋନ ୨୯ରେ ବିଜେପି ହୃଦାନନ୍ଦ ସାହୁ ବିଜୟୀ ।
ମ. ରାମପୁର ଜୋନ ୩୩ରେ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ବିଜୟୀ ।
ଲଞ୍ଜିଗଡ଼ ଜୋନ ୩୫ରେ ବିଜେଡିର ଅଞ୍ଜଳି ମାଝୀ ବିଜୟୀ ।
ଭବାନୀପାଟଣା ଜୋନ ୩୦ରେ ବିଜେଡିର ଦୟାନିଧି ନାୟକ ଆଗୁଆ ।
ଧର୍ମଗଡ଼ ୨୪ରେ ବିଜେଡିର ଶଙ୍କର ଜୁଏଡ ଆଗୁଆ ।
ନର୍ଲା ୨୭ରେ ବିଜେଡିର ହରିଶଙ୍କର ମାଝୀ ଆଗୁଆ ।
ଗୋଲାମୁଣ୍ଡା ୧୨ରେ ବିଜେପିର ଶ୍ରଦ୍ଧାଞ୍ଜଳୀ ମାଝୀ ଆଗୁଆ ।
ନୂଜାଗଡ଼ ଜୋନ ୧୮ରେ ବିଜେପିର ଉମାରାଣୀ ସିଂହ ଆଗୁଆ ।
କନ୍ଧମାଳ:-
ଜି.ଉଦୟଗିରି ଜେନା ୫ରେ ବିଜେଡିର ଲିଲିମା ପ୍ରଧାନ ବିଜୟୀ ।
କୋଟଗଡ଼ ଜୋନ ୨ରେ କଂଗ୍ରେସର ଜିରିମିଆ ସୁନାମାଝୀ ବିଜୟୀ ।
ବାଲିଗୁଡ଼ା ଜୋନ ୧୫ରେ ବିଜେଡିର ନନ୍ଦିନୀ ମଲ୍ଲିକ ବିଜୟୀ ।
କେ.ନୁଆଗାଁ ଜୋନ ୧ରେ ବିଜେଡିର ଅନିତା ମଲ୍ଲିକ ବିଜୟୀ ।
ଖଜୁରିପଡ଼ା ଜୋନ ୩ରେ ବିଜେଡିର ମମତା ମଲ୍ଲିକ ବିଜୟୀ ।
ଚକାପାଦ ଜୋନ ୬ରେ ବିଜେପିର ରଞ୍ଚନା ନାୟକ ବିଜୟୀ ।
ଟିକାବାଲି ଜୋନ ୭ରେ ବିଜେଡିର ସାଧବାଣୀ ନାୟକ ବିଜୟୀ ।
ତୁମୁଡ଼ିବନ୍ଧ ଜୋନ ୯ରେ ବିଜେଡିର ନବୀନ ପାତ୍ର ବିଜୟୀ ।
ଦାରିଙ୍ଗବାଡ଼ି ଜୋନ ୧୦ରେ ବିଜେଡିର ରଞ୍ଜନ ପ୍ରଧାନ ବିଜୟୀ ।
ଫିରିଙ୍ଗିଆ ଜୋନ ୧୨ରେ ବିଜେଡିର ନୀଳଗିରି ଦିଗାଲ ବିଜୟୀ ।
ଫୁଲବାଣୀ ଜୋନ୧୪ରେ ବିଜେଡିର ଚନ୍ଦ୍ରମା ମଲ୍ଲିକ ବିଜୟୀ ।
ରାଛକିରା ଜୋନ ୧୭ରେ କଂଗ୍ରେସର ସତ୍ୟବାନ ପାତ୍ର ବିଜୟୀ ।
ଖଜୁରୀପଡ଼ା ଜୋନ ୪ରେ ବିଜେପିର ଉର୍ବଶୀ ଦିଗାଲ ଆଗୁଆ ।
ଟିକାବାଲି ଜୋନ ୮ର ବିଜେଡିର ନମିତା କର୍ଡର ଆଗୁଆ ।
ଦାରିଙ୍ଗବାଡ଼ି ଜୋନ ୧୧ରେ କଂଗ୍ରେସର ଦୀପିକା ମୁଠାମାଝୀ ଆଗୁଆ ।
ଫିରିଙ୍ଗିଆ ଜୋନ ୧୩ରେ ବିଜେଡିର ଜୟଶ୍ରୀ କହଁର ଆଗୁଆ ।
ବାଲିଗୁଡା ଜୋନ ୧୬ରେ ବିଜେଡିର ଆଶିଷ ଦିଗାଲ ଆଗୁଆ ।
ରାଇକିଆ ଜୋନ ୧୮ରେ ବିଜେଡିର ମମତାରାଣୀ ପ୍ରଧାନ ଆଗୁଆ ।
କେନ୍ଦ୍ରାପଡ଼ା:-
ଆଜି ଜୋନ୍-୧ରେ ବିଜେଡିର କନକଲତା ବେହେରା ଆଗୁଆ ବିଜୟୀ ।
କେନ୍ଦ୍ରାପଡ଼ା ଜୋନ-୫ରେ ବିଜେଡିର ଲଳିତା ଦାସ ଆଗୁଆ ବିଜୟୀ ।
ରାଜନଗର ଜୋନ-୩୦ରେ ବିଜେଡିର ସୁରେନ୍ଦ୍ର ରାଉତ ଆଗୁଆ ବିଜୟୀ ।
ମାର୍ଶାଘାଇ ଜୋନ-୨୪ରେ ବିଜେଡିର ପ୍ରମୋଦ ରଥ ବିଜୟୀ ।
ପଟ୍ଟାମୁଣ୍ଡାଇ ଜୋନ-୨୫ରେ ବିଜେଡିର ପ୍ରିୟଦର୍ଶିନୀ ତରାଇ ବିଜୟୀ ।
ଡେରାବିଶ ଜୋନ-୧୨ରେ ବିଜେଡିର ଧନେଶ୍ୱର ସେଠୀ ବିଜୟୀ ।
ମହାକାଳପଡ଼ା ଜୋନ ୧୯ରେ ବିଜେଡିର ସସ୍ମିତା ସ୍ୱାଇଁ ବିଜୟୀ ।
ଗରଦପୁର ଜୋନ ୯ରେ ବିଜେଡିର ଏଲିଜା ସ୍ୱାଇଁ ବିଜୟୀ ।
ରାଜକନିଆ ଜୋନ ୨୭ରେ ବିଜେଡିର ପ୍ରବୀଣା ଦାସ ବିଜୟୀ ।
ଆଲିଜୋନ ୨ରେ ବିଜେଡିର ଭୀଷ୍ମ ମହାନ୍ତି ଆଗୁଆ ।
କେନ୍ଦ୍ରାପଡ଼ା ଜୋନ ୬ରେ ବିଜେଡିର ନିର୍ମଳା ମହାନ୍ତି ଆଗୁଆ ।
ପଟ୍ଟାମୁଣ୍ଡାଇ ଜୋନ ୧୬ରେ ବିଜେଡିର ଜ୍ୟୋତିର୍ମୟୀ ବେହେରା ଆଗୁଆ ।
କେନ୍ଦୁଝର :-
ତେଲକୋଇ ଜୋନ ୧୯ରେ ବିଜେପିର ଶୈଳବାଳା ନାଏକ ବିଜୟୀ ।
ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ବିଜୟୀ ।
କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ବିଜୟୀ ।
ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ବିଜୟୀ ।
ପାଟଣା ଜୋନ ୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ବିଜୟୀ ।
ଘସିପୁରା ଜୋନ ୧୦ରେ ବିଜେଡିର ମଧୁସ୍ମିତା ଦାସ ବିଜୟୀ ।
ଯୋଡ଼ା ଜୋନ ନମ୍ବର ୨୬ରେ ବିଜେଡିର ଶଶିକାନ୍ତ ଖିଲାର ବିଜୟୀ ।
ପାଟଣା ଜୋନ ୭ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି ।
ହାଟଡିହି ଜୋନ-୩୪ରେ ବିଜେଡିର ସୋମନାଥ ଦାସ ବିଜୟୀ ।
ହରିଚନ୍ଦନପୁର ଜୋନ-୩୧ରେ ବିଜେଡିର ସାଗରିକା ସାହୁ ବିଜୟୀ ।
ଚମ୍ପୁଆ ଜୋନ୍-୧୩ରେ ବିଜେଡିର ଉଦୟ ନାଏକ ବିଜୟୀ ।
ବାଂଶପାଳ ଜୋନ-୨୪ରେ ବିଜେଡିର ଶାନ୍ତିଲତା ରଣା ବିଜୟୀ ।
ସାହାରାପଡ଼ା ଜୋନ-୨୯ରେ ବିଜେପିର ସବୁଜ ଅଂଶୁମାନ ମହାନ୍ତ ବର୍ମା ବିଜୟୀ ।

କଟକ:-
ତିଗିରିଆ ଜୋନ ୧୪ରେ ବିଜେଡିର ସଞ୍ଜୟ ମଲ୍ଲିକ ବିଜୟୀ ।
କଟକ ସଦର ଜୋନ ୪ରେ ବିଜେଡିର ଆଶାଲତା ବେହେରା ବିଜୟୀ ।
ମାହାଙ୍ଗା ଜୋନ ୩୯ରେ ବିଜେଡିର ଏମ.ଆର୍ ହୁଦା ଆଗୁଆ ରହିଛିନ୍ତି ।
ବାରଙ୍ଗ ଜୋନ ୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ବିଜୟୀ ।
ଟାଙ୍ଗି-ଚୌଦ୍ୱାର ଜୋନ ୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ବିଜୟୀ ।
ଆଠଗଡ଼ ଜୋନ ୧ରେ ବିଜେଡିର ଶାନ୍ତିଲତା ବେହେରା ବିଜୟୀ ।
ବାଙ୍କୀ ଜୋନ ୩୪ରେ ବିଜେଡିର ରଶ୍ମିତା ସାହୁ ବିଜୟୀ ।
ନରସିଂହପୁର ଜୋନ ୧୬ରେ ବିଜେଡିର ଭାଗ୍ୟଲକ୍ଷ୍ମୀ ବିଶ୍ୱାଳ ବିଜୟୀ ।
ବଡମ୍ବା ଜୋନ ୨୯ରେ ବିଜେଡିର ଜୟଶ୍ରୀ ବରାଳ ବିଜୟୀ ।
କଟକ ସଦର ଜୋନ ୪ରେ ସ୍ୱାଧୀନ ପ୍ରାର୍ଥୀ କବିତା ଦାଶ ଆଗୁଆ ।
କଣ୍ଟାପଡ଼ା ଜୋନ ୮ରେ ବିଜେଡିର ପୀୟୂଷ ମିଶ୍ର ଆଗୁଆ ।
ନିଆଳି ଜୋନ ୨୦ରେ ବିଜେଡିର କବିତା ରାଉତ ବିଜୟୀ ।
ନିଶ୍ଚିତକୋଇଲି ଜୋନ ୨୪ରେ ବିଜେଡିର ବିପ୍ଲବ କାପ ବିଜୟୀ ।
ବାଙ୍କୀ-ଡମପଡ଼ା ଜୋନ ୩୭ରେ ବିଜେଡିର ମିନତି ମହାପାତ୍ର ବିଜୟୀ ।
ସାଲେପୁର ଜୋନ ୪୩ରେ ବିଜେଡିର ସୁନୀତା ମଲ୍ଲିକ ବିଜୟୀ ।

ଖୋର୍ଦ୍ଧା:-
ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ ବିଜୟୀ ।
ବାଲିଅନ୍ତା ଜୋନ ୧୬ରେ ବିଜେଡିର ମହେଶ୍ୱର ଦାସ ବିଜୟୀ ।
ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ ବିଜୟୀ ।
ଚିଲିକା ଜୋନ ୪ରେ ବିଜେଡିର ମମତା ପାଇକରାୟ ଆଗୁଆ ବିଜୟୀ ।
ଖୋର୍ଦ୍ଧା ଜୋନ ୧ରେ ବିଜେଡିର ପ୍ରଫୁଲ୍ଲ ଦଳାଇ ଆଗୁଆ ବିଜୟୀ ।
ଜଟଣୀ ଜୋନ ୭ରେ ବିଜେଡିର ମୋହିନୀ ନାଏକ ଆଗୁଆ ବିଜୟୀ ।
ବାଣପୁର ଜୋନ ୧୩ରେ ବିଜେପିର ଟିକି ଶବର ବିଜୟୀ ।
ଟାଙ୍ଗି ଜୋନ ୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ବିଜୟୀ ।
ଭୁବନେଶ୍ୱର ବ୍ଲକ ଜୋନ ୨୮ ବିଜେଡିର ପ୍ରଭାତ ପରିଡ଼ା ବିଜୟୀ ।
ବାଲିପାଟଣା ବ୍ଲକ ଜୋନ ୧୯ରେ ବିଜେଡିର ଗଙ୍ଗାଧର ମଲ୍ଲିକ ବିଜୟୀ ।
ବାଣପୁର ଜୋନ ୧୪ରେ ବିଜେପିର ରୋଜିତା ପ୍ରଧାନ ଆଗୁଆ ।
ଟାଙ୍ଗି ଜୋନ ୧୦ରେ ବିଜେପିର ବିଜୟ ଜେନା ଆଗୁଆ ।
ଖୋର୍ଦ୍ଧା ୨ରେ ବିଜେଡିର କୈସରା ବେଗମ ଆଗୁଆ ।
ଚିଲିକା ୫ରେ ବିଜେଡିର ରୀନା ବେହେରା ଆଗୁଆ ।
ବୋଲଗଡ଼ ୨୬ରେ ବିଜେଡିର ସୁବାସ ରାଜଗୁରୁ ଆଗୁଆ ।
ବେଗୁନିଆ ୨୩ରେ ବିଜେଡିର ଅନାଦି ସାହୁ ଆଗୁଆ ।

କୋରାପୁଟ:-
ଜୟପୁର ଜୋନ ୧ରେ ବିଜେଡିର ତପତୀ ପଟ୍ଟନାୟକ ବିଜୟୀ ।
ଲମତାପୁଟ ୧ରେ କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ପାଙ୍ଗି ବିଜୟୀ ।
କୋଟପାଡ଼ ଜୋନ୧ରେ ବିଜେଡିର ତ୍ରିପତି ଚଲାଣ ବିଜୟୀ ।
ବୋରିଗୁମ୍ମା ୧ରେ ବିଜେଡିର ପ୍ରସାଦ ବିଡିକା ବିଜୟୀ ।
କୁନ୍ଦୁରା ୧ରେ ବିଜେଡିର ବିନୋଦ ସାମନ୍ତରାୟ ବିଜୟୀ ।
ବୈପାରୀଗୁଡ଼ା ୧ରେ ବିଜେଡିର ରାଜେଶ ମହରିଆ ବିଜୟୀ ।
ଦଶମନ୍ତପୁର ୧ରେ କଂଗ୍ରେସର ଲଳିତ ଜାନି ବିଜୟୀ ।
ଲକ୍ଷ୍ମୀପୁର-୧ରେ କଂଗ୍ରେସର ହିଙ୍ଗୁ ସାଉନ୍ତା ବିଜୟୀ ।
ପଟାଙ୍ଗୀ ୧ରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ।
କୋରାପୁଟ ୫ରେ ବିଜେଡିର ରଘୁ ଜାନି ବିଜୟୀ ।
ନାରାୟଣପାଟଣା ୧ରେ କଂଗ୍ରେସର ରାମ୍ବୋ ସିରିକା ବିଜୟୀ ।
ନନ୍ଦପୁର ୧ରେ ବିଜେଡିର ଅଭିଳାସୀ ନାୟକ ବିଜୟୀ ।
ସେମିଳିଗୁଡ଼ା ୧ରେ କଂଗ୍ରେସର ଯଶୋଦା ଖିଲ ବିଜୟୀ ।
ବନ୍ଧୁଗାଁ ୧ରେ ବିଜେଡିର ସସ୍ମିତା ମେଲେକା ବିଜୟୀ ।

ମାଲକାନଗିରି:-
ଚିତ୍ରକୋଣ୍ଡା ଜୋନ ୧୪ରେ କଂଗ୍ରେସର ବିନନ୍ତୀ ଖିଲ ବିଜୟୀ ।
କୋରକୋଣ୍ଡା ଜୋନ ୪ରେ ବିଜେଡିର ବିଜୟଲକ୍ଷ୍ମୀ ପଡ଼ିଆମି ବିଜୟୀ ।
ଖଇରପୁର ଜୋନ ୬ରେ ବିଜେଡିର ବଳୀ ମାଝୀ ବିଜୟୀ ।
ମାଲକାନଗିରି ଜୋନ ୧ରେ ବିଜେଡିର କୁନି ଭୂମିଆ ବିଜୟୀ ।
ମାଥିଲି ଜୋନ ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ବିଜୟୀ ।
ପଡ଼ିଆ ଜୋନ ୭ରେ ବିଜେଡ଼ିର ସୁରଭି ଭୌମିକ ବିଜୟୀ ।
କାଲିମେଳା ଜୋନ-୧ରେ ବିଜେଡିର ଅପର୍ଣ୍ଣା ମଣ୍ଡଳ ବିଜୟୀ ।
କୋରକୁଣ୍ଡା ଜୋନ ୫ରେ କଂଗ୍ରେସର ମଙ୍ଗୁ ଖିଲ ଆଗୁଆ ।
ମାଲକାନଗିରି ୧୨ରେ ବିଜେଡିର ମୁକା ମାଡକାମୀ ଆଗୁଆ ।
କାଲିମଳୋ ୨ରେ ବିଜେଡିର ମମତା ପଡିଆମୀ ଆଗୁଆ ।
ମାଥିଲି ୯ରେ ବିଜେଡିର ହିରଣ୍ୟ ମୁଦୁଲି ଆଗୁଆ ।
ଚିତ୍ରକୋଣ୍ଡା ୧୫ରେ ବିଜେଡିର ସମାରୀ ଟାଙ୍ଗଲୁ ଆଗୁଆ ।
ମୟୂରଭଞ୍ଜ:-
ଖୁଣ୍ଟା ଜୋନ ୧୨ରେ ବିଜେଡିର ହୃଦାନନ୍ଦ ମୁର୍ମୁ ବିଜୟୀ ।
କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ବିଜୟୀ ।
ଗୋପବନ୍ଧୁ ନଗର ଜୋନ ୧୪ରେ ବିଜେଡିର ଉର୍ମିଳା ଲେଙ୍କା ବିଜୟୀ ।
କପ୍ତିପଦା ଜୋନ ୩ରେ ବିଜେଡିର ସିରୁ ସୋରେନ ବିଜୟୀ ।
ଯଶିପୁର ଜୋନ ୫୧ରେ ବିଜେଡିର ପରମେଶ୍ୱର ନାୟକ ବିଜୟୀ ।
ବେତନଟୀ ଜୋନ ୩୫ରେ ବିାଜଡିର ବିଶ୍ୱନାଥ ହେମ୍ବୁମ ବିଜୟୀ ।

ଉଦାଳ ଜୋନ ୧ରେ ବିଜେଡିର ସୁଶାନ୍ତ ସିଂ ଆଗୁଆ ।
ବାରିପଦା ଜୋନ ୨୯ରେ ବିଜେଡିର ସତ୍ୟଭାମା ମହାନ୍ତ ବିଜୟୀ ।
ଯଶିପୁର ଜୋନ ୪୧ରେ ବିଜେଡିର ମିନତୀ ନାଏକ ବିଜୟୀ ।
ଜାମଦା ଜୋନ୍-୧୬ରେ ବିଜେଡିର ବାବୁଲ ଟୁଡୁ ବିଜୟୀ ।
ରରୁଆଁ ଜୋନ୍-୧୪ରେ ବିଜେଡିର ବଦାନି ମୁଦି ବିଜୟୀ ।
ଠାକୁରମୁଣ୍ଡା ଜୋନ-୧୮ରେ ବିଜେଡିର ପୂର୍ଣ୍ଣିମା ବାଗସିଂ ବିଜୟୀ ।
ତିରିଂ ଜୋନ-୨୦ରେ ବିଜେଡିର ପାରଶଚନ୍ଦ୍ର ମୁଣ୍ଡା ବିଜୟୀ ।
ବହଳଦା ଜୋନ ୨୫ରେ ବିଜେଡିର ଭଗବତୀ ମିଶ୍ର ବିଜୟୀ ।
ସାରସକଣା ଜୋନ ୫୫ରେ ବିଜେଡିର ମାନି ମାହାଲି ବିଜୟୀ ।
ଶୁଳିଆପଦା ଜୋନ ୫୩ରେ ବିଜେଡିରେ ମୀରାଲତା ସିଂ ବିଜୟୀ ।
ଶ୍ୟାମାଖୁଣ୍ଟା ଜୋନ ୪୯ରେ ବିଜେଡିର ମଧୁସୂଦନ ସିଂ ବିଜୟୀ ।
ରାସଗୋବିନ୍ଦପୁର ଜୋନ ୪୭ରେ ବିଜେଡିର ଦଶରଥ ରାମ୍ ବିଜୟୀ ।
ମୋରଡ଼ା ଜୋନ ୩୮ରେ ବିଜେଡିର ଅଭିରାମ ଭୋଇ ବିଜୟୀ ।
ରାଇରଙ୍ଗପୁର ଜୋନ ୪୫ରେ ବିଜେଡିର ସଚ୍ଚିଦାନନ୍ଦ ମହାନ୍ତ ବିଜୟୀ ।
ବିଶୋଇ ଜୋନ ୩୩ରେ ଜେଏମଏମର ଚିତାଲ କିସ୍କୁ ବିଜୟୀ ।
କୁସୁମୀ ଜୋନ ୧୦ରେ ବିଜେଡିର ପୁତୁଲ ହାଇବ୍ରୁ ବିଜୟୀ ।
କୁଳିଅଣା ଜୋନ ୮ରେ ବିଜେଡିର ଦୁର୍ଗାଚରଣ ମାରାଣ୍ଡି ବିଜୟୀ ।
ବିଜାତଳା ଜୋନ ୩୧ରେ ବିଜେଡିର ପାର୍ବତୀ ଟୁଡୁ ବିଜୟୀ ।
ବଡ଼ସାହି ଜୋନ ୨୨ରେ ବିଜେଡିର ଦାସରଥ ସିଂହ ବିଜୟୀ ।
ବାଙ୍ଗିରିପୋଷ ଜୋନ ୨୭ରେ ବିଜେଡିର ପାର୍ବତୀ ସିଂହ ବିଜୟୀ ।
ଶୁକୁଳି ଜୋନ ୫୧ରେ ବିଜେଡିର ପରମେଶ୍ୱର ନାଏମ ବିଜୟୀ ।

ନବରଙ୍ଗପୁର:-
ନନ୍ଦାହାଣ୍ଡି ଜୋନ ୧୮ରେ ସ୍ୱାଧୀନ ପ୍ରାର୍ଥୀ ଦିବ୍ୟଦାନ ସୁନା ବିଜୟୀ ।
ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ବିଜୟୀ ।
ଉମରକୋଟ ଜୋନ ୧ରେ ବିଜେଡିର ଚନ୍ଦନ ରାୟ ବିଜୟୀ ।
ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ବିଜୟୀ ।
ପାପଡାହାଣ୍ଡି ଜୋନ ୨୦ରେ ବିଜେଡିର ଯଶୋବନ୍ତ ନାୟକ ବିଜୟୀ ।
ଝରିଗାଁ ଜୋନ ୯ରେ ବିଜେଡିର ଯମୁନା ଗଣ୍ଡ ବିଜୟୀ ।
ରାଇଘର ଜୋନ ୨୩ରେ ବିଜେଡିର ଯତୀନ୍ଦ୍ର ଗଣ୍ଡ ବିଜୟୀ ।
ନବରଙ୍ଗପୁର ଜୋନ ୧୬ରେ ବିଜେଡିର ଜୟମଣି ସମର୍ଥ ବିଜୟୀ ।
ତେନ୍ତୁଳିଖୁଣ୍ଟି ଜୋନ ୧୪ରେ ବିଜେଡିର କ୍ରିଷ୍ଣାମଂଜରୀ ବିଷୋୟୀ ବିଜୟୀ ।
କୋଷାଗୁମୁଡ଼ା ଜୋନ ୪ରେ ବିଜେଡିର ରମାବତୀ ପୂଜାରୀ ବିଜୟୀ ।
ନବରଙ୍ଗପୁର ଜୋନ ୨ରେ ବିଜେଡିର ପରଜା ଭତ୍ରା ଆଗୁଆ ।
ପାପଡାହାଣ୍ଡି ୨ରେ କଂଗ୍ରେସର ଲିପିକା ମାଝୀ ଆଗୁଆ ।
ନବରଙ୍ଗପୁର ଜୋନ ୧୯ରେ ବିଜେଡିର ଅରୁଣ ମିଶ୍ର ଆଗୁଆ ।
ରାଇଘର ଜୋନ ୨୪ରେ ବିଜେପିର ପୂର୍ଣ୍ଣଚନ୍ଦ୍ର ଗଣ୍ଡା ଆଗୁଆ ।
ଚନ୍ଦ୍ରାହାଣ୍ଡି ଜୋନ ୮ରେ ବିଜେଡିର କେତକୀ ମଲ୍ଲୀଗୌଡ ଆଗୁଆ ।
ଡାବୁଗାଁ ଜୋନ ୧୩ରେ ବିଜେଡିର ଗୁପ୍ତ ବିଷୋୟୀ ଆଗୁଆ ।
ନୟାଗଡ଼ା:-
ନୂଆଗାଁ ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେଡିର ସୁବାସ କହଁର ଆଗୁଆ ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।
ରଣପୁର ଜୋନ ୨୧ରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଆଗୁଆ ।
ଜୋନ୍ ୧୬ରେ ବିଜେପିର ସନ୍ଧ୍ୟାରାଣୀ ସେଠୀ ଆଗୁଆ ।
ଦଶପଲ୍ଲା ଜୋନ ୯ରେ ବିଜେଡିର ହରିଶ୍ଚନ୍ଦ୍ର ଜାନି ଆଗୁଆ ।
ଭାପୁର ଜୋନ ୧୮ରେ ବିଜେଡିର ଧର୍ମେନ୍ଦ୍ର ଧଳ ଆଗୁଆ ।
ଖଣ୍ଡପଡ଼ା ଜୋନ ୫ରେ ବିଜେଡିର ରାମେଶ୍ୱର ଶତପଥୀ ଆଗୁଆ ।
ଗଣିଆ ଜୋନ ୮ରେ ବିଜେଡିର ନରେଶ ବେହେରା ଆଗୁଆ ।
ନୟାଗଡ଼ ଜୋନ ୧୨ରେ ବିଜେଡିର ସୁବାସ କହଁର ଆଗୁଆ ଅଛନ୍ତି ।
ରଣପୁର ଜୋନ ୧ରେ ବିଜେପିର ସସ୍ମିତା ମାର୍ଥା ଆଗୁଆ ଅଛନ୍ତି ।
ନୟାଗଡ଼ ଜୋନ ୧୭ରେ ବିଜେଡିର ପ୍ରତୀମା ଦଳବେହେରା ଆଗୁଆ ।
ଓଡଗାଁ ଜୋନ ୨ରେ ବିଜେଡିର ବିରଜାଲକ୍ଷ୍ମୀ ସାହୁ ଆଗୁଆ ।
ନୟାଗଡ଼ ଜୋନ ୧୩ରେ ବିଜେଡିର କ୍ଷୀରୋଦ ମହାପାତ୍ର ଆଗୁଆ ।
ଦଶପଲ୍ଲା ଜୋନ ୧୦ରେ ବିଜେଡିର ସତ୍ୟଭାମା ନାୟକ ଆଗୁଆ ।
ନୂଆପଡ଼ା:-
ସିନାପାଲି ୧୨ରେ ବିଜେଡିର ପୁଷ୍ଣାଞ୍ଜଳି ଗୁଆଲ ବିଜୟୀ ।
କୋମନା ଜୋନ ୧ରେ ବିଜେଡିର ମୁରଲୀଧର ଭୋଇ ବିଜୟୀ ।
ଖଡ଼ିଆଳ ଜୋନ ୪ରେ ବିଜେଡିର ଚିତ୍ତରଞ୍ଜନ ବେହେରା ଆଗୁଆ ।
ବୋଡେନ ଜୋନ ୧୦ରେ ବିଜେଡିର ଡଳି ମାଝୀ ଆଗୁଆ ।
ନୂଆପଡ଼ା ଜୋନ ୭ରେ ବିଜେଡିର ଉମା ଠାକୁର ଆଗୁଆ ।
କୋମନା ଜୋନ ୨ରେ ବିଜେଡିର ଅବନୀ ଯୋଶୀ ଆଗୁଆ ।
ଖଡ଼ିଆଳ ଜୋନ ୫ରେ ବିଜେଡିର ତନୁଜା ଶବର ଆଗୁଆ ।
ପୁରୀ:-
ଗୋପ ଜୋନ ୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ବିଜୟୀ ।
ନିମାପଡ଼ା ଜୋନ ୧୮ରେ ବିଜେଡିର କୁଞ୍ଜଲିା ସାମଲ ବିଜୟୀ ।
କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି ।
ବ୍ରହ୍ମଗିରି ଜୋନ ୨୮ରେ ବିଜେଡିର କୈଳାସ ପରିଡା ବିଜୟୀ ।
ପୁରୀ ସଦର ଜୋନ ୨୫ରେ ବିଜେଡିର ମୋନାଲି ମିଶ୍ର ଆଗୁଆ ।
ଅନ୍ତରଙ୍ଗ ଜୋନ ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ଆଗୁଆ ।
କାକଟପୁର ଜୋନ୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ଆଗୁଆ ।
କୃଷ୍ଣପ୍ରସାଦ ଜୋନ ୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ ।
ଡେଲାଙ୍ଗା ଜୋନ ୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ଆଗୁଆ ।
ପିପିଲି ଜୋନ ୨୨ରେ ବିଜେଡିର ସୁଶ୍ରୀସଂଗିତା ବେହେରା ବିଜୟୀ ।
ସତ୍ୟବାଦୀ ଜୋନ ୨୧ରେ ବିଜେଡିର ନାରାୟଣ ରାଉତରାୟ ଆଗୁଆ ।

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ବିଜୟୀ ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ବିଜୟୀ ।
ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ବିଜୟୀ ।
ବେଲଗୁଣ୍ଠା ଜୋନ ୪୭ରେ ବିଜେଡିର ପୂର୍ଣ୍ଣାବାସୀ ନାଏକ ବିଜୟୀ ।
କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ବିଜୟୀ ।
ପୁରୁଷୋତ୍ତମପୁର ଜୋନ ୩୫ରେ ବିଜେଡିର ପିଙ୍କି ନାହାକ ବିଜୟୀ ।
ସାନଖେମୁଣ୍ଡି ଜୋନ ୫୯ରେ ବିଜେଡିର ବିଜୟ ପ୍ରଧାନ ବିଜୟୀ ।
ପୋଲସରା ଜୋନ ୩୮ରେ ବିଜେଡିର ଅଶୋକ ବିଷୋୟୀ ବିଜୟୀ ।
ଜଗନ୍ନାଥପ୍ରସାଦ ଜୋନ ୨୨ରେ ବିଜେଡିର ଶିବ ସେଠୀ ବିଜୟୀ ।
କବିସୂର୍ୟ୍ୟନଗର ଜୋନ ୫ରେ ବିଜେଡିର ବଳରାମ ପ୍ରଧାନ ବିଜୟୀ ।
ହିଂଜିଳି ଜୋନ ୬୭ରେ ବିଜେଡିର ବି.ଗିତାଞ୍ଜଳୀ ବିଜୟୀ ।
ଖଲ୍ଲିକୋଟ ଜୋନ ୧୧ରେ ବିଜେଡିର ସୋନମ ପଲେଇ ବିଜୟୀ ।
ଚିକିଟି ଜୋନ୍-୧୬ରେ ବିଜେଡିର କେ.ନୀଲାବେନି ବିଜୟୀ ।
ଦିଗପହଣ୍ଡି ଜୋନ-୨୫ରେ ବିଜେଡିର ରାଧାକାନ୍ତ ମହାକୁଡ ବିଜୟୀ ।
ଗଞ୍ଜାମ ବ୍ଲକ୍ ଜୋନ୍-୧୪ରେ ବିଜେଡିର ସସ୍ମିତା ସ୍ୱାଇଁ ବିଜୟୀ ।
ଛତ୍ରପୁର ଜୋନ-୧୪ରେ ବିଜେଡିର ରଶ୍ମିତା ନାହାକ ବିଜୟୀ ।
ରଙ୍ଗେଇଲୁଣ୍ଡା ଜୋନ୍-୫୩ରେ ବିଜେଡିର ଏ.ରଜେଶ୍ୱରୀ ଦୋରା ବିଜୟୀ ।
ଧରାକୋଟ ଜୋନ୍-୨୯ରେ ବିଜେଡିର ପ୍ରତାପ ସ୍ୱାଇଁ ବିଜୟୀ ।
ବେଗୁନିଆପଡ଼ା ଜୋନ୍-୪୪ରେ ବିଜେଡିର କଲ୍ୟାଣୀ ପାତ୍ର ବିଜୟୀ ।
ପାତ୍ରପୁର ଜୋନ-୩୨ରେ ବିଜେଡିର ପିଙ୍କି ବଡମୁଣ୍ଡି ବିଜୟୀ ।
ଶେରଗଡ଼ ଜୋନ-୫୬ରେ ବିଜେଡିର ଚିତ୍ତରଞ୍ଜନ ପାଣିଗ୍ରାହୀ ବିଜୟୀ ।
ଭଂଜନଗର ଜୋନ-୫୦ରେ ବିଜେଡିର ଶୈଳବାଳା ବିଷୋୟୀ ବିଜୟୀ ।

ଗଜପତି:-
କାଶୀନଗର ଜୋନ ୧ରେ ବିଜେଡିର ଆର.ରାଜଲକ୍ଷ୍ମୀ ବିଜୟୀ ।
ଗୁମ୍ମା ଜୋନ ୩ରେ କଂଗ୍ରେସର ରେଣୁକା ପାତ୍ର ବିଜୟୀ ।
ନୂଆଗଡ଼ ଜୋନ ୫ରେ କଂଗ୍ରେସର ରାଜୀବ ଦୋରା ବିଜୟୀ ।
ମୋହନା ଜୋନ ୮ରେ ବିଜେଡିର କୁନ୍ତଳା ମଲ୍ଲିକ ବିଜୟୀ ।
ରାୟଗଡ଼ ଜୋନ ୧୩ରେ ବିଜେଡିର ଗୌତମୀ ଜାନି ବିଜୟୀ ।
ଆର. ଉଦୟଗିରି ଜେନା ୧୧ରେ ବିଜେଡିର ଯୁମନା ଦଳବେହେରା ବିଜୟୀ ।
ପାରଳାଖେମୁଣ୍ଡି ଜୋନ ୬ରେ ବିଜେଡିର ଏସ.ବାଲାରାଜୁ ବିଜୟୀ ।

ଜଗତସିଂହପୁର:-
ବିରିଡି ଜୋନ-୨୩ରେ ବିଜେଡିର ଦୀପ୍ତିମୟୀ ରାୟ ବିଜୟୀ ।
ଏରସାମ ଜୋନ ୧ରେ ବିଜେଡିର ପ୍ରଣମ ସ୍ୱାଇଁ ବିଜୟୀ ।
ବାଲିକୁଦା ବ୍ଲକ ଜୋନ ୧ରେ ବିଜେଡିର ଡଲି ପଣ୍ଡା ବିଜୟୀ ।
ନାଉଗାଁ ଜୋନ ୧୭ରେ ବିଜେଡିର ଅମିତା ସ୍ୱାଇଁ ବିଜୟୀ ।
ଜଗତସିଂହପୁର ଜୋନ-୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ବିଜୟୀ ।
ରଘୁନାଥପୁର ଜୋନ-୨୫ରେ ବିଜେଡିର ରୀନାରାଣୀ ମଲ୍ଲିକ ବିଜୟୀ ।
ତିର୍ତ୍ତୋଳ ଜୋନ-୧୩ରେ ବିଜେଡିର ରଂଜିତା ସିଂହ ବିଜୟୀ ।
କୁଜଙ୍ଗ ଜୋନ-୫ରେ ବିଜେଡିର ପ୍ରମୋଦ ସ୍ୱାଇଁ ବିଜୟୀ ।
ବିରିଡ ଜୋନ ୨୪ରେ ବିଜେଡିର ଚନ୍ଦ୍ରଶେଖର ଦାଶ ଆଗୁଆ ।
ଯାଜପୁର:-
ଯାଜପୁରରେ ବିଜେଡି କରିପାରେ କ୍ଲିନ୍‌ ସୁଇପ୍‌ । ଗଣତି ସରିଥିବା ସବୁ ଆସନରେ ବିଜେଡିର ବାଜିମାତ୍‌ । ଗଣତି ଚାଲିଥିବା ଆସନରେ ମଧ୍ୟ ଆଗରେ ଅଛି ବିଜେଡି ।

ବିଂଝାରପୁର ଜୋନ ୨୫ରେ ବିଜେଡିର ଅହଲ୍ୟା ସ୍ୱାଇଁ ବିଜୟୀ ।
ଦାନଗଦି ଜୋନ ୮ରେ ବିଜେଡିର ସ୍ମୃତିରାଣୀ ରାଉତ ବିଜୟୀ ।
ଯାଜପୁର ଜୋନ ୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ବିଜୟୀ ।
ଧର୍ମଶାଳା ଜୋନ ୧୧ରେ ବିଜେଡିର ସୁଧାଂଶୁ ସାହୁ ବିଜୟୀ ।
ରସୁଲପୁର ଜୋନ ୩୫ରେ ବିଜେଡିର ଶିଶିର ମହାନ୍ତି ବିଜୟୀ ।
ବଡଚଣା ଜୋନ ୧୬ରେ ବିଜେଡିର ଜିତେନ୍ଦ୍ର ନାୟକ ବିଜୟୀ ।
ବରୀ ଜୋନ ୨୧ରେ ବିଜେଡିର ଅଶୋକ ସାମଲ ବିଜୟୀ ।
ସୁକିନ୍ଦା ଜୋନ ୩୭ରେ ବିଜେଡିର ଜେମା ଚାଖୁ ବିଜୟୀ ।
ଦଶରଥପୁର ଜୋନ ୪ରେ ବିଜେଡିର ପାର୍ଥସାରଥୀ ମହାପାତ୍ର ବିଜୟୀ ।
କୋରେଇ ଜୋନ ୧ରେ ବିଜେଡିର ସସ୍ମିତା ତରାଇ ବିଜୟୀ ।

ଢେଙ୍କାନାଳ:-
ଗଁଦିଆ ଜୋନ ୧୦ରେ ବିଜେଡିର ବିଶ୍ୱନାଥ ଚିନାରା ବିଜୟୀ ।
କାମାକ୍ଷାନଗର ଜୋନ ୭ରେ ବିଜେଡିର ଦୀପ୍ତିମୟୀ ବିଶ୍ୱାଳ ବିଜୟୀ ।
ଓଡ଼ାପଡ଼ା ଜୋନ ୧ରେ ବିଜେଡିର ପ୍ରତିମା ନାଏକ ବିଜୟୀ ।
ପରଜଙ୍ଗ ଜୋନ ୧୮ରେ ବିଜେଡିର ରୁନୁ ବର୍ମ ବିଜୟୀ ।
ଭୁବନ ଜୋନ -୨୧ରେ ବିଜେପିର ଶିଲାରାଣୀ ସାହୁ ଜିତିଲେ ।
କଙ୍କଡ଼ାହାଡ଼ ଜୋନ ୪ରେ ବିଜେଡିର ନବକିଶୋର ସାହୁ ଆଗୁଆ ।
ହିନ୍ଦୋଳ ଜୋନ ୨୪ରେ ବିଜେଡିର ମାମାଲି ଦାଶ ବିଜୟୀ ।
ଢ଼େଙ୍କାନାଳ ସଦର ଜୋନ୍-୧୪ରେ ବିଜେଡିର ପୂର୍ଣ୍ଣିମା ଦେହୁରୀ ଆଗୁଆ ।

ରାୟଗଡ଼ା:-
ପଦ୍ମପୁର ଜୋନ ୧୨ରେ ବିଜେଡିର ଦାର୍ଗିନ ଶବର ବିଜୟୀ ।
ରାମନାଗୁଡ଼ା ୧୮ ନମ୍ବର ଜୋନରେ କଂଗ୍ରେସର ଟି.ଶ୍ରୀଧର ବିଜୟୀ ।
ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ବିଜୟୀ ।
କଲ୍ୟାଣପୁର ଜୋନ ୧ରେ ବିଜେଡିର ବି.ପ୍ରସାଦ ରାଓ ବିଜୟୀ ।
କାଶୀପୁର ଜୋନ ୩ରେ ବିଜେଡିର ଅମି ମାଝୀ ଆଗୁଆ ।
କୋଲନରା ଜୋନ ୬ରେ ବିଜେଡିର ଧବଳେଶ୍ୱର ନାଇଡୁ ଆଗୁଆ ।
ଗୁଡ଼ାରୀ ଜୋନ ୮ରେ ବିଜେଡିର ପତି କ୍ରାସ୍କା ଆଗୁଆ ।
ଚନ୍ଦ୍ରପୁର ଜୋନ ୧୧ରେ ବିଜେଡିର ସୁଜିତ ବେଡ୍ରେକା ଆଗୁଆ ।
ବିଷମକଟକ ଜୋନ ୧୪ରେ ବିଜେଡିର ସୁଜାତା କାଡ୍ରାକ ବିଜୟୀ ।
ମୁନିଗୁଡ଼ା ଜୋନ ୧୬ରେ ବିଜେଡିର ସନ୍ତୋଷ ସୁନା ବିଜୟୀ ।
ରାୟଗଡ଼ା ଜୋନ ୨୦ରେ ବିଜେଡିର ପ୍ରଶାନ୍ତ କୁଲେସିକା ବିଜୟୀ ।
ପଦ୍ମପୁର ଜୋନ୍-୧୩ରେ ବିଜେଡିର ରବି ନାରାୟଣ ଆଚାର୍ଯ୍ୟ ଆଗୁଆ ।
ରମାନାଗୁଡା ଜୋନ୍‌-୧୯ରେ ବିଜେଡିର ସୁରେଶ କୁମାର ଗମାଙ୍ଗୋ ଆଗୁଆ ।
କଲ୍ୟାଣସିଂହପୁର ଜୋନ୍‌-୨ରେ ବିଜେଡିର ବୋମି ଗୌରୀ ଦେବୀ ଆଗୁଆ ।
ମୁନିଗୁଡ଼ା ଜୋନ୍-୧୭ରେ ବିଜେଡିର ମାଧବୀ କନ୍ଧପାଣି ଆଗୁଆ ।

ବୌଦ୍ଧ:-
୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି ।
କଣ୍ଟାମାଳ ଜୋନ ୧ରେ ବିଜେଡ଼ିର ସୁନିତା ସାହୁ ଆଗୁଆ ଅଛନ୍ତି ।
ହରଭଙ୍ଗା ଜୋନ-୭ରେ ବିଜେଡିର ଜିତୁ ମିଶ୍ର ଆଗୁଆ ।

 

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ବିଜୟୀ ।
ଟାଙ୍ଗରପାଲି ଜୋନ ୧ରେ ବିଜେଡିର ଗେଲବତୀ ପଟେଲ ଆଗୁଆ ଅଛନ୍ତି ।
କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି ।
ବଡ଼ଗାଁ ଜୋନ ୧ରେ ବିଜେଡ଼ିର ଅମିୟ ପ୍ରଧାନ ଆଗୁଆ ରହିଛନ୍ତି ।
ସୁନ୍ଦରଗଡ଼ ଜୋନ ୧ରେ ବିଜେଡିର ଅଶ୍ୱିନୀ ନାଏକ ଆଗୁଆ ।
ରାଜଗାଙ୍ଗପୁର ଜୋନ ୧ରେ ବିଜେଡିର ସୁଶିଲା ଟପ୍ପୋ ଆଗୁଆ ।
ଲହୁଣୀପଡ଼ା ଜୋନ ୨୯ରେ ବିଜେଡିର ଜୁଲିଆନି କାଣ୍ଡିରା ଆଗୁଆ ।
ଲାଠିକଟା ଜୋନ ୩୨ରେ ବିଜେଡିର ଭୁବାନୁ କୁଜୁର ଆଗୁଆ ।
ଗୁରୁଣ୍ଡିଆ ଜୋନ ୭ରେ ବିଜେଡିର ଉପେନ୍ଦ୍ର କିଶାନ ଆଗୁଆ ।
କୁଆଁରମୁଣ୍ଡା ଜୋନ ୧ରେ ବିଜେଡିର ନେଭିଲ କେର୍କେଟା ବିଜୟୀ ।
ଲେଫ୍ରିପଡ଼ା ଜୋନ ୩୪ରେ ବିଜେଡିର ବୈଷ୍ଣବ ମାଝୀ ଆଗୁଆ ।
ହେବଗିରି ଜୋନ ୨୭ରେ ବିଜେଡିର ଉଦିତ ସେଠ ଆଗୁଆ ।
ସବଡେଗା ଜୋନ ୨୩ରେ ବିଜେଡିର ମନୋଜ ବରୁଆ ବିଜୟୀ ।
ବଣାଇ ଜୋନ ୧୫ରେ ବିଜେଡିର ବୀର ବିଚିତ୍ରସେନ ନାୟକ ଆଗୁଆ ।
ନୂଆଗାଁ ଜୋନ ୧୧ରେ ବିଜେଡିର ଜ୍ୟୋତି ଦଳରେସା ଟେଟେ ଆଗୁଆ ।
ବିଶ୍ରା ଜୋନ ୧୯ରେ ବିଜେଡିର ହାଲୁ ମୁଣ୍ଡାରୀ ବିଜୟୀ ।
ବାଲିଶଙ୍କରା ଜୋନ ୧୭ରେ ବିଜେଡିର ବିନୋଦ କୁଜୁର ଆଗୁଆ ।

ବରଗଡ଼:-
ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି ।
ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି ।
ଝାରବନ୍ଧ ଜୋନ ୧ରେ ବିଜେପିର ଗରିବ ଭୋଇ ଆଗୁଆ ଅଛନ୍ତି ।
ଅତାବିରା ଜୋନ ୧ରେ ବିଜେଡିର ସୁଦାମ ଜାଲ ଆଗୁଆ ଅଛନ୍ତି ।
ସୋହେଲା ଜୋନ ୩୨ରେ ବିଜେଡିର ଜାଇଫୁଲ ସିଂବରିହା ଆଗୁଆ ଅଛନ୍ତି ।
ପାଇକମାଳ ଜୋନ ୧୧ରେ ବିଜେଡିର ଗୀତାଞ୍ଜଳି ପୁଟା ଆଗୁଆ ଅଛନ୍ତି ।
ବରଗଡ଼ ସଦର ଜୋନ ୧୪ରେ ବିଜେଡିର ପୁଷ୍ପା ଭୋଇ ଆଗୁଆ ।
ଭେଡେନ ବ୍ଲକ ଜୋନ-୨୬ରେ ବିଜେଡିର ପଦ୍ମିନୀ ଗଡ଼ତିଆ ଆଗୁଆ ଅଛନ୍ତି ।
ବିଜେପୁର ଜୋନ ୨୧ରେ ବିଜେଡିର ମାନିନୀ ଭୋଇ ଆଗୁଆ ଅଛନ୍ତି ।
ଗାଇସିଲେଟ ଜୋନ ୭ରେ ବିଜେପିର ନେହେରୁ ବରିହା ଆଗୁଆ ଅଛନ୍ତି ।
ଭଟଲି ଜୋନ ୨୪ରେ ବିଜେଡିର ଭାରତୀ ଭୁଏ ଆଗୁଆ ଅଛନ୍ତି ।

ସମ୍ବଲପୁର:-
କୁଚିଣ୍ଡା ୧ରେ ବିଜେଡିର ଅଜିତ ମହାପାତ୍ର ଆଗୁଆ ।
ଜମନକିରା ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ଆଗୁଆ ।
ଧନକଉଡା ୧ରେ ବିଜେଡିର ସୁନିଲ ମିଶ୍ର ଆଗୁଆ ।
ନାକଟିଦେଉଳ ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ଆଗୁଆ ।
ବାମରା ୧ରେ ବିଜେଡିର କୃଷ୍ଣଚନ୍ଦ୍ର ଟପ୍ପୋ ଆଗୁଆ ।
ମାନେଶ୍ୱର ୧ରେ ବିଜେଡିର ସୁରଜ ସେଠ ଆଗୁଆ ।
ଯୁଯୁମରା ୧ରେ ବିଜେଡିର କବିତା ସାହୁ ଆଗୁଆ ।
ରେଢ଼ାଖୋଲ ୧ରେ ବିଜେପିର ହୀରାବତି ପ୍ରଧାନ ଆଗୁଆ ।
ରେଙ୍ଗାଲି ୧ରେ ବିାଜଡିର ଚୋଲାଶ୍ରୀ ମହାନନ୍ଦ ଆଗୁଆ ।

ଅନୁଗୁଳ:-
ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ବିଜୟୀ ।
କିଶୋରନଗର ଜୋନ ୧୧ରେ ବିଜେପିର ବବିତା ପ୍ରଧାନ ବିଜୟୀ ।
ଆଠମଲ୍ଲିକ ଜୋନ ୫ରେ ବିଜେଡିର ରଶ୍ମିରେଖା ମାହାର ବିଜୟୀ ।
ପାଲଲହଡ଼ା ଜୋନ ୨୨ରେ ବିଜେଡିର ବୁଧୁରାମ ବାଇପେଇ ଆଗୁଆ ରହିଛନ୍ତି ।
ଛେଣ୍ଡିପଦା ଜୋନ ୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ଆଗୁଆ ଅଛନ୍ତି ।
ବଅଁରପାଳ ଜୋନ ୨୫ରେ ବିଜେଡିର ଦିଲ୍ଲୀପ ପ୍ରଧାନ ଆଗୁଆ ।
ତାଳଚେର ଜୋନ ୧୮ରେ ବିଜେଡିର ଅମିୟ ପ୍ରଧାନ ଆଗୁଆ ।
କଣିହାଁ ଜୋନ ୮ରେ ବିଜେଡିର ରଶ୍ମିତା ସେଠୀ ଆଗୁଆ ।

ବାଲେଶ୍ୱର:-
ଖଇରା ଜୋନ ୩ରେ ବିଜେପିର ଗଜେନ୍ଦ୍ର ଦାସ ବିଜୟୀ ।
ନୀଳଗିରି ଜୋନ ୧୧ରେ ବିଜେଡିର ସୁବର୍ଣ୍ଣମଞ୍ଜରୀ ସିଂହ ବିଜୟୀ ।
ରେମୁଣା ଜୋନ ୩୬ରେ ବିଜେଡିର ଅଭିମନ୍ୟୁ ଧିନ୍ଦା ବିଜୟୀ ।
ବାଲେଶ୍ୱର ସଦର ଜୋନ ୨୫ରେ ବିଜେପିର ଗୟାଧର ବେହେରା ବିଜୟୀ ।
ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ବିଜୟୀ ।
ବାହାନଗା ଜୋନ ୧୮ରେ ବିଜେଡିର ନୀଳାମ୍ବର ମହାଳିକା ବିଜୟୀ ।
ସିମୁଳିଆ ଜୋନ ୪୦ରେ ବିଜେପିର ରମେଶ ସାହୁ ବିଜୟୀ ।
ଜଳେଶ୍ୱର ଜୋନ-୭ରେ ବିଜେଡ଼ିର ତୁଳସୀ କିସ୍କୁ ଆଗୁଆ ବିଜୟୀ ।
ସୋର ଜୋନ ୪୩ରେ ବିଜେଡିର ରେବତୀ ନାୟକ ଆଗୁଆ ।
ଔପଦା ଜୋନ ୧ରେ ବିଜେଡିର ମୁନି ସିଂ ବିଜୟୀା ।
ଭୋଗରାଇ ଜୋନ ୩୦ରେ ବିଜେଡିର ଗିରିଶ ଦତ୍ତ ବିଜୟୀ ।
ଭୋଗରାଇ ଜୋନ ୩୧ରେ ବିଜେଡିର ଦମୟନ୍ତୀ ସାହୁ ବିଜୟୀ ।
ବାଲିଆପାଳ ଜୋନ ୨୧ରେ ବିଜେଡିର କାଞ୍ଚନ ଜେନା ଜିତିଛନ୍ତି ।

ଭଦ୍ରକ:-
ଭଣ୍ଡାରୀପୋଖରୀ ଜୋନ ୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ ଅଛନ୍ତି ।
ଜୋନ ୨୫ରେ ବିଜେଡିର ପ୍ରତିମା ଜେନା ବିଜୟୀ ।
ଚାନ୍ଦବାଲି ଜୋନ ୧ରେ ବିଜେଡିର ପ୍ରିନ୍ସ ରାକେଶ ନାୟକ ଆଗୁଆ ।
ତିହିଡି ଜୋନ ୬ରେ ବିଜେଡିର ରୁଜାତା ପଣ୍ଡା ବିଜୟୀ ।
ବନ୍ତ ଜୋନ ୧୪ରେ ବିଜେଡିର ରୁନିତା ଦାଶ ଆଗୁଆ ।
ଧାନନଗର ଜୋନ୍-୧୦ରେ ବିଜେଡିର ଟୁନିବାଲା ବିଶ୍ୱାଳ ଆଗୁଆ ।
ବାସୁଦେବପୁର ଜୋନ୍-୧୭ରେ ବିଜେଡିର ଜୟନ୍ତୀ ବାରିକ ରହିଛନ୍ତି ଆଗୁଆ ।
ଭଣ୍ଡାରିପୋଖରି ଜୋନ୍‌-୧୫ରେ ବିଜେଡିର ପ୍ରଫୁଲ୍ଲ ଜେନା ଆଗୁଆ
ଧାମନଗର ଜୋନ୍‌-୧୧ରେ ବିଜେଡିର ଉର୍ମିଳା ବିଶ୍ବାଳ ଆଗୁଆ
ଚାନ୍ଦବାଲି ଜୋନ୍‌-୨ରେ ବିଜେଡିର ରଞ୍ଜନ କୁମାର ସାହୁ ଆଗୁଆ
ଚାନ୍ଦବାଲି ଜୋନ୍‌-୩ରେ ବିଜେଡିର ଗୀତାଞ୍ଜଳି ଦାସ ଆଗୁଆ

ଝାରସୁଗୁଡ଼ା:-
ଲଇକେରା ଜୋନ ୧ରେ ବିଜେଡିର ତୁଲାବତୀ ମିଞ୍ଜ ଆଗୁଆ ଅଛନ୍ତି ।
କୋଲାବିରା ଜୋନ ୧ରେ ବିଜେଡିର ନୃପଲାଲ ପଶାୟତ ଆଗୁଆ ଅଛନ୍ତି ।
ଝାରସୁଗୁଡ଼ା ସଦର ଜୋନ ୧ରେ ବିଜେଡିର ଝରଣା ସାଗର ଆଗୁଆ ଅଛନ୍ତି ।
କିରିମିରା ଜୋନ ୧ରେ ବିଜେଡିର ରୀତା ବାଗ ଆଗୁଆ ।
ଲଖନଉପୁର ଜୋନ ୧ରେ ବିଜେଡିର ସନତ ସିଂହ ଆଗୁଆ ।

ସୁବର୍ଣ୍ଣପୁର:-
ଉଲୁଣ୍ଡା ଜୋନ ୧ରେ ବିଜେଡିର ବିଜୟଲକ୍ଷ୍ମୀ ତରାଇ ଆଗୁଆ ଅଛନ୍ତି ।
ସୋନପୁର ୧୨ରେ ବିଜେଡିର ସସ୍ମିତା ମହାନ୍ତି ଆଗୁଆ ।
ତରଭା ଜୋନ ୬ରେ ବିଜେଡିର ଅଞ୍ଜଳି କମ୍ପ ଆଗୁଆ ।
ବୀରମହାରାଜପୁର ଜୋନ ୧୦ରେ ବିଜେଡିର ରଞ୍ଜିତ ରଥ ଆଗୁଆ ।

ଦେବଗଡ଼:-
ତିଲେଇବଣ ୧ ଜୋନରେ ବିଜେଡିର ରାଜେଶ ମହାନନ୍ଦ ଆଗୁଆ ।
ବାରକୋଟ ୧ରେ ବିଜେଡିର ବର୍ଷାରାଣୀ ମୁଣ୍ଡା ଆଗୁଆ ।
ରିଆମାଳ ୧ରେ ବିଜେଡିର କୌଶିକ ପ୍ରଧାନ ଆଗୁଆ ।

ବଲାଙ୍ଗିର:-
ବେଲପଡ଼ା ଜୋନ ୧ରେ ବିଜେଡ଼ିର ଜୟ ଧରୁଆ ବିଜୟୀ ।
ଟିଟିଲାଗଡ଼ ଜୋନ ୭ରେ ବିାଜଡିର ଗୀତା ବିଶି ବିଜୟୀ ।
ଗୁଡ଼ଭେଲା ଜୋନ ୫ରେ ବିଜେଡିର ପ୍ରଦୀପ ପଣ୍ଡା ବିଜୟୀ ।
ତୁରେଇକେଲା ଜୋନ ୧୦ରେ ବିଜେଡିର ସମା ପରବିନ ବିଜୟୀ ।
ସଇଁତଳା ଜୋନ ୩୦ରେ ବିଜେଡିର ହିମାଚଳ ବୁଡ଼େକ ବିଜୟୀ ।
ସଦର ବ୍ଲକ ଜୋନ ୨୨ରେ ବିଜେଡିର ଅନାମିକା ହୋତା ବିଜୟୀ ।
ବଙ୍ଗୋମୁଣ୍ଡା ଜୋନ ୨୦ରେ କଂଗ୍ରେସର ଓମ ପ୍ରକାଶ କୁମ୍ଭାର ବିଜୟୀ ।
ଲୋଇସିଂହା ଜୋନ ୩୩ରେ ବିଜେଡିର ନୀଳିମା ବେହେରା ଆଗୁଆ ।
ପୁଇଁଳତା ଜୋନ ୧୭ରେ ବିଜେପିର ଶିବଦତ୍ତ ମିଶ୍ର ବିଜୟୀ ।
ପାଟଣାଗଡ଼ ଜୋନ ୧୪ରେ ବିଜେଡିର ବିଶ୍ୱେଶ୍ୱରୀ ବରିହା ବିଜୟୀ ।
ଦେଓଗାଁ ଜୋନ ୧୨ରେ ବିଜେଡିର ମମତା କୁମରା ବିଜୟୀ ।
ମୁରିବାହାଲ ଜୋନ ୨୭ରେ ବିଜେଡିର ମିଥୁଳା ମାଝୀ ବିଜୟୀ ।
ଖପ୍ରାଖୋଲ ଜୋନ ୩ରେ ବିଜେଡିର ସଂଯୁକ୍ତା ମେହେର ବିଜୟୀ ।
ଆଗଲପୁର ଜୋନ ୧ରେ ବିଜେଡିର ଦେବକୀ ସାହୁ ବିଜୟୀ ।

Get real time updates directly on you device, subscribe now.