fbpx

ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗଣତି: କଟକ, ଖୋର୍ଦ୍ଧା ଓ ପୁରୀରେ କାହାର ହେଲା ଜିତ୍? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୩୧୫ ଜୋନରୁ ୨୫୬ର ଆସିଲା ଫଳାଫଳ । ପ୍ରଥମ ଦିନରେ ବହୁ ସିଟ୍ ସହ ବିଜେଡି ଆଗରେ ରହିଛି । ୨୩୦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ୧୦ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ରାୟଗଡ଼ା ଓ ନବରଙ୍ଗପୁର ଫଳାଫଳ…

କଟକ:-
ତିଗିରିଆ ଜୋନ ୧୪ରେ ବିଜେଡିର ସଞ୍ଜୟ ମଲ୍ଲିକ ବିଜୟୀ ।
କଟକ ସଦର ଜୋନ ୪ରେ ବିଜେଡିର ଆଶାଲତା ବେହେରା ବିଜୟୀ ।
ମାହାଙ୍ଗା ଜୋନ ୩୯ରେ ବିଜେଡିର ଏମ.ଆର୍ ହୁଦା ଆଗୁଆ ରହିଛିନ୍ତି ।
ବାରଙ୍ଗ ଜୋନ ୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ବିଜୟୀ ।
ଟାଙ୍ଗି-ଚୌଦ୍ୱାର ଜୋନ ୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ବିଜୟୀ ।
ଆଠଗଡ଼ ଜୋନ ୧ରେ ବିଜେଡିର ଶାନ୍ତିଲତା ବେହେରା ବିଜୟୀ ।
ବାଙ୍କୀ ଜୋନ ୩୪ରେ ବିଜେଡିର ରଶ୍ମିତା ସାହୁ ବିଜୟୀ ।
ନରସିଂହପୁର ଜୋନ ୧୬ରେ ବିଜେଡିର ଭାଗ୍ୟଲକ୍ଷ୍ମୀ ବିଶ୍ୱାଳ ବିଜୟୀ ।
ବଡମ୍ବା ଜୋନ ୨୯ରେ ବିଜେଡିର ଜୟଶ୍ରୀ ବରାଳ ବିଜୟୀ ।
କଟକ ସଦର ଜୋନ ୪ରେ ସ୍ୱାଧୀନ ପ୍ରାର୍ଥୀ କବିତା ଦାଶ ଆଗୁଆ ।
କଣ୍ଟାପଡ଼ା ଜୋନ ୮ରେ ବିଜେଡିର ପୀୟୂଷ ମିଶ୍ର ଆଗୁଆ ।
ନିଆଳି ଜୋନ ୨୦ରେ ବିଜେଡିର କବିତା ରାଉତ ବିଜୟୀ ।
ନିଶ୍ଚିତକୋଇଲି ଜୋନ ୨୪ରେ ବିଜେଡିର ବିପ୍ଲବ କାପ ବିଜୟୀ ।
ବାଙ୍କୀ-ଡମପଡ଼ା ଜୋନ ୩୭ରେ ବିଜେଡିର ମିନତି ମହାପାତ୍ର ବିଜୟୀ ।
ସାଲେପୁର ଜୋନ ୪୩ରେ ବିଜେଡିର ସୁନୀତା ମଲ୍ଲିକ ବିଜୟୀ ।

ଖୋର୍ଦ୍ଧା:-
ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ  ବିଜୟୀ ।
ବାଲିଅନ୍ତା ଜୋନ ୧୬ରେ ବିଜେଡିର ମହେଶ୍ୱର ଦାସ ବିଜୟୀ ।
ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ  ବିଜୟୀ ।
ଚିଲିକା ଜୋନ ୪ରେ ବିଜେଡିର ମମତା ପାଇକରାୟ  ବିଜୟୀ ।
ଖୋର୍ଦ୍ଧା ଜୋନ ୧ରେ ବିଜେଡିର ପ୍ରଫୁଲ୍ଲ ଦଳାଇ  ଆଗୁଆ ।
ଜଟଣୀ ଜୋନ ୭ରେ ବିଜେଡିର ମୋହିନୀ ନାଏକ ବିଜୟୀ ।
ବାଣପୁର ଜୋନ ୧୩ରେ ବିଜେପିର ଟିକି ଶବର ବିଜୟୀ ।
ଟାଙ୍ଗି ଜୋନ ୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ବିଜୟୀ ।
ଭୁବନେଶ୍ୱର ବ୍ଲକ ଜୋନ ୨୮ ବିଜେଡିର ପ୍ରଭାତ ପରିଡ଼ା ବିଜୟୀ ।
ବାଲିପାଟଣା ବ୍ଲକ ଜୋନ ୧୯ରେ ବିଜେଡିର ଗଙ୍ଗାଧର ମଲ୍ଲିକ ବିଜୟୀ ।

ପୁରୀ:-
ଗୋପ ଜୋନ ୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ବିଜୟୀ ।
ନିମାପଡ଼ା ଜୋନ ୧୮ରେ ବିଜେଡିର କୁଞ୍ଜଲିା ସାମଲ ବିଜୟୀ ।
କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି ।
ବ୍ରହ୍ମଗିରି ଜୋନ ୨୮ରେ ବିଜେଡିର କୈଳାସ ପରିଡା ବିଜୟୀ ।
ପୁରୀ ସଦର ଜୋନ ୨୫ରେ ବିଜେଡିର ମୋନାଲି ମିଶ୍ର ଆଗୁଆ ।
ଅନ୍ତରଙ୍ଗ ଜୋନ ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ଆଗୁଆ ।
କାକଟପୁର ଜୋନ୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ଆଗୁଆ ।
କୃଷ୍ଣପ୍ରସାଦ ଜୋନ ୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ ।
ଡେଲାଙ୍ଗା ଜୋନ ୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ଆଗୁଆ ।
ପିପିଲି ଜୋନ ୨୨ରେ ବିଜେଡିର ସୁଶ୍ରୀସଂଗିତା ବେହେରା ବିଜୟୀ ।
ସତ୍ୟବାଦୀ ଜୋନ ୨୧ରେ ବିଜେଡିର ନାରାୟଣ ରାଉତରାୟ ଆଗୁଆ ।

Get real time updates directly on you device, subscribe now.