fbpx

ମାସ୍କ ନ ବାନ୍ଧିଲେ ୫୦୦୦ ,ଦୋକାନୀ ହାତ ଧୋଇବାକୁ ବ୍ୟବସ୍ଥା ନକଲେ ୧୦୦୦ ଟଙ୍କା ଫାଇନ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ମୁହଁରେ ମାସ୍କନଥିଲେ ଏଣିକି ୫ହଜାର ଟଙ୍କାର ତଣ୍ଡ ଗଣିବେ । କରୋନା ଭୟଭୟତାକୁ ନଜରରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ତାଛଡା ଲକ ଡାଉନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ଦୋକାନକୁ ସାମୟିକ ଭାବେ ଖୋଲିବାକୁ ଅନୁମତି ମିଳିଛି ।

କିନ୍ତୁ ଏବେ ଏହି ଦୋକନୀ ମାନେ ଯଦି ଗରାଖଙ୍କ ହାତ ଧୋଇବା ପାଇଁ ସାବୁନ ବା ସାନିଟାଇଜର ନରଖନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କାର ତଣ୍ଡ ଗଣିବାକୁ ପଡିବ ।ଏଭଳି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ନିୟମ ଉଲଂଘନକାରୀଙ୍କ ବିରୋଧରେ କେରଳ ପୋଲିସ ଆକ୍ଟ ୧୧୮ ଇ ଅନୁୟାୟୀ ମାମଲା ରୁଜ୍ଜୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.