fbpx

ହୁ ହୁ ହୋଇ ଜଳିଲା ନେସ୍କୋ ଅଫିସ୍

ବାଲେଶ୍ୱର, ୨୧ା୩(ଓଡ଼ିଶା ଭାସ୍କର): ବାଲେଶ୍ୱରର ବାଲିଆ ନେସ୍କୋ ବିଦ୍ୟୁତ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେହି ଅଫିସର ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଆୟତ ପାଇଁ ୨ଟି ଦମକଳ ନିୟୋଜିତ ହୋଇଛି । କିନ୍ତୁ ନିଆଁ ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏହାସହ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନି ।

Get real time updates directly on you device, subscribe now.