fbpx

ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ; ୨ ଆହତ

ଓଡିଶା ଭାସ୍କର; ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ। ତମାଣ୍ଡୋ ପଞ୍ଚାୟତ ଅଫିସ ପାଖରେ ଥିବା ଏହି କଲେଜରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ତେବେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କଲେଜର ୫ ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.