fbpx

ଭିଜିଲାନ୍ସ ହାତରେ ଧରାପଡିଲେ ଫାୟାର ଅଫିସର

ବରଗଡ,୧୦ ।୯(ଓଡିଶା ଭାସ୍କର): ଭିଜିଲାନ୍ସ ହାତରେ ଆଜି ଧରାପଡିଛନ୍ତି ଜଣେ ଫାୟାର ଅଫିସର । ୧୨ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଫାୟାର ଅଫିସର । ତେବେ ସେ ଯୁବକଙ୍କୁ ଫାୟାର ସେଫଟି ଲାଇସନ୍ସ ପାଇଁ ଲାଞ୍ଚ ମାଗିଥିଲେ । ଏହା ପରେ ଫାୟାର ଅଫିସରେ ଭିଜିଲାନ୍ସ ଚଢ଼ାଉ କରି ୧୨ ହଜାର ଟଙ୍କା ଜବତ କରିଥିଲା । ଏନେଇ ଅଭିଯୁକ୍ତ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଅଟକ ରଖାଯାଇଛି । ତେବେ ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.