fbpx

ଗିରଫ ହେଲେ ୨ ଆତଙ୍କବାଦୀ

ଜାମ୍ମୁ,୧୦ ।୯: ଜାମ୍ମୁ ଓ କଶ୍ମୀରର କୁପାୱାଡ଼ରୁ ଆଜି ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ୨ ଆତଙ୍କବାଦୀ ଜୈସ-ଇ-ମହମ୍ମଦର ସଙ୍ଗଠନର ଥିବା ସୂଚନା ମିଳିଛି । ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି ।

Get real time updates directly on you device, subscribe now.