fbpx

ଟ୍ୱିନ ସିଟିରେ ଘନ କୁହୁଡ଼ି: ସକାଳୁ ସକାଳୁ ଦେଖାଯାଉନି ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ ଯାତାୟତ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ କଟକ ଭୁବନେଶ୍ୱରର କିଛି ଅଞ୍ଚଳରେ ଏହି ଘନକୁହୁଡ଼ି ପାଇଁ ଯାନବାହନ ଚଳାଚଳରେ ବିଶେଷ ସମସ୍ୟା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.