fbpx

ଏହି କାରଣ ପାଇଁ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଟି ହୋଇଥାଏ କିନ୍ନର, ଜାଣି ରଖନ୍ତୁ

ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ଜଣେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶିଶୁଟି ଯେତେବେଳେ ଧରାପୃଷ୍ଠରେ ଅବତରଣ କରେ, ସେତେବେଳେ ମାଆମାନେ ସନ୍ତାନର ଖୁସି ପାଇଁ ନିଜର ସବୁ ଦୁଃଖକୁ ପାଶୋରି ଦେଇଥାନ୍ତି । ଯେତେବେଳେ ଜଣେ ନାରୀ ଗୋଟିଏ କିନ୍ନରକୁ ଜନ୍ମ ଦେଇଥାଏ, ସେତେବେଳେ ଇଚ୍ଛା ନଥାଏ ବି ସମାଜକୁ ଆଖି ଆଗରେ ରଖି ସନ୍ତାନକୁ ପରିତ୍ୟାଗ କରିବାକୁ ପଡ଼ିଥାଏ । ଏମାନଙ୍କୁ ସମାଜରେ ସମ୍ମାନ ଦିଆଯାଇନଥାଏ । ମାତ୍ର କ’ଣ ଆପଣମାନେ ଜାଣିଛନ୍ତି କି, ଏପରି କିଛି କାରଣ ପାଇଁ ଶିଶୁଟିର ଜୀବନ ନର୍କରେ ପରିଣତ ହୋଇପାରେ । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ବିଷୟରେ:-

– ଆମର ପୂର୍ବପୁରୁଷଙ୍କ କହିବା କଥା, ଯଦି ଆପଣମାନେ ପୂର୍ବ ଜନ୍ମରେ କୌଣସି ପାପକାର୍ଯ୍ୟ କରିଥିବେ, ତେବେ ଆପଣଙ୍କ କୋଳରେ କିନ୍ନର ଜନ୍ମ ନେଇଥାଏ । ଅର୍ଥାତ ପୂର୍ବଜନ୍ମ ଦଣ୍ଡ ଆମର ଏଇ ଜନ୍ମରେ ଭୋଗିବାକୁ ପଡ଼ିଥାଏ ।

– ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି କୌଣସି ମହିଳା ୩ ମାସର ଗର୍ଭବତୀ ଥିବା ସମୟରେ କୌଣସି ରୋଗରେ ଆକ୍ରାନ୍ତ ହୁଅନ୍ତି, ତେବେ ମହିଳାଙ୍କ ଗର୍ଭରେ ଥିବା ସନ୍ତାନ କ୍ଷେତ୍ରରେ ଦୁଇ ପ୍ରକାରର ଗୁଣ ବିକଶିତ ହୋଇଥାଏ ।

– ଏହି ଗୁଣଗୁଡ଼ିକ ମଧ୍ୟରେ କିଛି ଗୁଣ ପୁରୁଷଙ୍କର ଏବଂ ଆଉ କିଛି ଗୁଣ ମହିଳାଙ୍କର ଦେଖିବାକୁ ମିଳିଥାଏ । ଯେତେବେଳେ ସନ୍ତାନଟି ଜନ୍ମଲାଭ କରେ, ସେତେବେଳେ ଉଭୟ ମହିଳା ଓ ପୁରୁଷଙ୍କ ଗୁଣ ତା’ ଠାରେ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.