fbpx

ଜାତୀୟ ଜଙ୍ଗଲ ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ, ୩୦ା୧୨: ରାଜ୍ୟଗୁଡ଼ିକର ଜଙ୍ଗଲ ସମ୍ପର୍କିତ ଜାତୀୟ ରିପୋର୍ଟ ଆଜି ପ୍ରକାଶିତ ହୋଇଛି । ଏହି ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଦେଶ କ୍ଷେତ୍ରଫଳର ୨୪.୫୬% ଅଞ୍ଚଳରେ ଜଙ୍ଗଲ ଅଛି । ଦୁଇ ବର୍ଷରେ ୫ହଜାର ୧୮୮ବର୍ଗ କିମି ଅଞ୍ଚଳରେ ନୂଆ ଜଙ୍ଗଲ ସୃଷ୍ଟି ହୋଇଛି । ଜଙ୍ଗଲ ସୃଷ୍ଟିରେ ଅଗ୍ରଣୀ ହେଉଛି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ କେରଳ । ଏହାସହ ଦେଶର ୫୪ବର୍ଗକିମି ଅଧିକ ଅଞ୍ଚଳରେ ସୃଷ୍ଟି ହୋଇଛି ହେନ୍ତାଳ ବଣ । ୨ବର୍ଷରେ ଓଡ଼ିଶାରେ ସୃଷ୍ଟି ହୋଇଛି ଅଧିକ ୮ବର୍ଗ କିମି ହେନ୍ତାଳ ବଣ ।

Get real time updates directly on you device, subscribe now.