fbpx

ବଜାରକୁ ଆସିଲା ଭ୍ୟାକସିନ୍ ପ୍ୟାଚ୍; ଟିକା ଫୋଡା କଷ୍ଟରୁ ମିଳିବ ଉପସମ

ନୂଆଦିଲ୍ଳୀ:ଏଣିକି ଛୁଞ୍ଚି ନଫୋଡ଼ି ବି ଟିକା ଦେଇହେବ । କଷ୍ଟ ବି ହେବନି ଆଉ କାମ ବି ହୋଇଯିବ । କରୋନା ଭ୍ୟାକସିନର କଷ୍ଟ ଦୂର କରିବାକୁ ଗବେଷକ ମାନେ ଏମିତି କିଛି ବ୍ୟବସ୍ଥା ଆପଣାଉଛନ୍ତି ଯେଉଁଥିରେ କାହାକୁ କଷ୍ଟ ବି ହେବନି ଆଉ ଭ୍ୟାକସିନର ପୁରା ଡ଼ୋଜ ଲାଗିପାରିବ । ସେଥିାପାଇଁ ଗବେଷକ ମାନେ ଭ୍ୟାକସିନ ସ୍କିନ ପ୍ୟାଚ ପ୍ରସ୍ତୁତ କରୁଛନ୍ତି । ତେବେ ବିଶ୍ୱରେ ଅନେକ ଲୋକ ଇଞ୍ଜେକସନର ଛୁଞ୍ଚି ଦେଖି ଭୟ କରନ୍ତି । କେହି କେହି ତ ଖାସ ଏହି କାରଣରୁ ଡ଼ାକ୍ତରଖାନା ବି ଯିବାକୁ ଡ଼ରନ୍ତି । ହେଲେ ଏବେ ଲୋକଙ୍କର ଏ ସମସ୍ୟା ଦୂର କରିବାକୁ ବିଶେଷଜ୍ଞ ମାନେ ପ୍ରୟାସ କରୁଥିବା ଦେଖା ଯାଇଛି । ତେବେ ଏହି ଭ୍ୟାକ୍ସିନ ପ୍ୟାଚ ଖୁବ ସହଜ ଆଉ ସୁବିଧାରେ ଦିଆ ଯାଇପାରିବ । ଏବେ ଯେମିତି ଶୀତଳିକରଣ ପଦ୍ଧତି ଆପଣେଇବାକୁ ପଡ଼ୁଛି ତାହା ବି ଦରକାର ହେବନି ବୋଲି କୁହାଯାଇଛି । ତେବେ ଅଷ୍ଟ୍ରେଲିୟ-ଆମେରିକୀୟ ଗବେଷକକମାନେ ୟା ଉପରେ ବିଶେଷ ଅନୁଧ୍ୟାନ କରିଛନ୍ତି । ସେମାନେ ପ୍ରଥମେ ଏକ ବର୍ଗ ସେଣ୍ଟିମିଟରର ପ୍ୟାଚ ବ୍ୟବହାର କରିଥିଲେ । ଏଥିରେ ୫ ହଜାରରୁ ଅଧିକ କ୍ଷୁଦ୍ର ସ୍ପାଇକ ରହିଥିଲା । ଆଉ ଏସବୁ ଏତେ ଛୋଟ ଥିଲା ଯେ ଖାଲି ଆଖିକୁ ବି ଦେଖା ଯାଉନଥିଲା । କିନ୍ତୁ ଛୁଞ୍ଚିରେ ଦିଆ ଯାଉଥିବା ଭ୍ୟାକ୍ସିନ ତୁଳନାରେ ବେଶ୍ ଭଲ କାମ କରିଛି ବୋଲି କୁହାଯାଉଛି ।

ଗବଷେକମ।ନେ ସବନିଟ୍ ଟିକ।ର ବ୍ୟବହ।ର କରିଥିଲେ। ଏହି ଟିକ।କୁ ମୂଷ।ମ।ନଙ୍କୁ ପ୍ୟ।ଚ୍ କିମ୍ବ। ସିରିଞ୍ଜ ମ।ଧ୍ୟମରେ ଦିଆଯ।ଇଥିଲ।। ଆଉ ପ୍ୟ।ଚ୍‌ ଜରିଆରେ ଟିକ। ଦିଆଯ।ଇଥିଲ।, ଦୁଇଟି ଡୋଜ୍‌ ପରେ ସେମ।ନଙ୍କ ଶରୀରରେ ଅଧିକ ପରିମ।ଣର ଆଣ୍ଟିବଡି ଦେଖ।ଯ।ଇଥିଲ।। ଆଉ ସବୁଠୁ ବଡ଼ କଥା ହେଉଛି ସେମ।ନଙ୍କ ଫୁସଫୁସକୁ ମଧ୍ୟ କରୋନ। ପହଞ୍ଚି ପ।ରୁନି। ତେଣୁ ସିରିଞ୍ଜ ଅପେକ୍ଷ। ପ୍ୟ।ଚ୍ ଭଲ କ।ମ କରୁଥିବ। ସେମ।ନେ ଜ।ଣିବ।କୁ ପ।ଇଛନ୍ତି । କୁଇନ୍ସଲ୍ୟ।ଣ୍ଡ ବିଶ୍ୱବିଦ୍ୟ।ଳୟର ଭ।ଇରୋଲୋଜିଷ୍ଟ ତଥ। ରିପୋର୍ଟର ଡେଭିଡ ମୁଲେର ଗୋଟିଏ ଅନ୍ତର୍ଜ।ତୀୟ ଗଣମ।ଧ୍ୟମକୁ ଏହି ସୂଚନ। ଦେଇଛନ୍ତି। ମୁଲେର କହିଛନ୍ତି, ସ।ଧ।ରଣତଃ ଟିକ। ଆମକ ମ।ଂସପେଶୀରେ ଦିଆଯ।ଏ। ମ।ସପେଶୀରେ ଅଧିକ ପରିମ।ଣର ରୋଗ ପ୍ରତିରୋଧକ ସେଲ ନଥ।ଏ। ତେଣୁ ଟିକ। ତ।ର ପ୍ରଭ।ବ ଦେଖ।ଇବ।କୁ ସମୟ ନେଇଥ।ଏ। କିନ୍ତୁ ସ୍କିନ ପ୍ୟ।ଚ୍‌ରେ ଥିବ। ଛୋଟ ଛୋଟ ସ୍ପ।ଇକ ସ୍ଥ।ନୀୟ ସ୍କିନକୁ ମ।ରି ଦେଇଥ।ଏ। ଫଳରେ ଶରୀରର ଏହ।ର ମୁକ।ବିଲ। ପ।ଇଁ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼।ଇବ।କୁ ଚେଷ୍ଟ। କରେ। ତେଣୁ ଟିକ। ପ୍ୟ।ଚ୍ ମ।ଧ୍ୟମରେ ଶରୀରକୁ ଗଲେ ଶୀଘ୍ର ଲ।ଭ ମିଳେ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.