fbpx

ବରିଷ୍ଠ ନାଗରିକଙ୍କ ପାଇଁ ଖୁସିଖବର! ଖାତାକୁ ଆସିବ ୨୫୦୦, ଏହି ସରକାର କଲେ ଘୋଷଣା

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଖାସ୍ ସ୍କିମ ରହିଛି । ଯାହା ଅନୂଯାୟୀ ସରକାର ଆର୍ଥିକ ସହାୟତା ଦେଇଥାନ୍ତି । ବରିଷ୍ଠ ନାଗରିକଙ୍କ ନେଇ ମଧ୍ୟ ଅନେକ ଘୋଷଣା କରାଯାଇଥାଏ ।

ଦିଲ୍ଲୀ ସରକାରଙ୍କ ତରଫରୁ ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ପ୍ରତିମାସରେ ୨୦୦୦ ଟଙ୍କାରୁ ୨୫୦୦ ଟଙ୍କା ଦେବାନେଇ ଘୋଷଣା କରିଛନ୍ତି ।

ତେବେ ଦିଲ୍ଳୀ ସରକାରଙ୍କ ତରଫରୁ ୬୦ ରୁ ୬୯ ବୟସର ବୃଦ୍ଧଙ୍କ ପାଇଁ ମାସକୁ ୨୦ ହଜାର ଏବଂ ୭୦ ରୁ ଉଦ୍ଧ୍ୱର୍ ବୃଦ୍ଧଙ୍କ ପାଇଁ ମାସକୁ ୨୫୦୦ ଟଙ୍କା ପେନ୍ସନ ଭାବରେ ଦିଆଯିବ । ଏହି ଟଙ୍କାଙ୍କୁ ଦିଲ୍ଲୀ ସରକାର ପ୍ରତି ତିନିମାସରେ ଖାତାକୁ ପଠାଇଥାନ୍ତି ।

Get real time updates directly on you device, subscribe now.