fbpx

କ୍ଲାସରୁମରେ ଛାତ୍ରଛାତ୍ରୀ କଲେ ଏପରି କାରନାମା, ଭାଇରାଲ ହୋଇଗଲା Video

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହେଉଛି, କିନ୍ତୁ ସେଥିରୁ କିଛି ଭିଡିଓ ମନକୁ ଛୁଇଁଯାଇଥାଏ । ଅଧିକାଂଶ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏପରି କିଛି ଭିଡିଓକୁ ଦେଖି ଆପଣ ମଧ୍ୟ ଚିନ୍ତାରେ ପଡ଼ିଯାଆନ୍ତି । ସେହିପରି ଏବେ କ୍ଲାସରୁମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, କ୍ଲାସରୁମରେ ଜଣେ ଛାତ୍ର ସାମ୍ନାରେ ବସିଥିବା ଛାତ୍ରୀର ଗୋଡ଼ ମୋଡ଼ିଦେଉଛି । ଭିଡିଓଟି ଅଲଗା ଅଲଗା ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଆପଣ ଦେଖିପାରୁଥିବେ କି, କ୍ଲାସରୁମରେ ସମସ୍ତ ଛାତ୍ରଛାତ୍ରୀ ବସିଛନ୍ତି । ସେଥିରେ ସବୁକିଛି ସାମାନ୍ୟ ନଜର ଆସୁଛି । କିନ୍ତୁ ସେତିକିବେଳେ କ୍ୟାମେରାର ଫୋକସ୍ ଅନ୍ୟ ଆଡକୁ ଯାଉଛି ଓ ଫେମରେ ଯାହା ଦେଖିବାକୁ ମିଳିଛି, ତାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେଥିରେ ଦେଖିବାକୁ ମିଳିଛି କି, ଛାତ୍ରଛାତ୍ରୀ ୨ ଜଣ ଜଣ ମୁହାଁମୁହିଁ ହୋଇ ବସିକଥା ହେଉଛନ୍ତି ଓ ଛାତ୍ର ଜଣକ ତଳେ ଛାତ୍ରୀଙ୍କ ଗୋଡ଼ ମୋଡ଼ିଦେଉଛନ୍ତି ।

 

View this post on Instagram

 

A post shared by Psycho Bihari (@bihari.broo)

Get real time updates directly on you device, subscribe now.