fbpx

କାଲି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ଦ ରହିବ ସରକାରୀ ଅଫିସ୍‌ ।

Advertisement

କଟକ , ୨୩ ।୧୨(ଓଡିଶା ଭାସ୍କର): ସରକାରୀ ଚାକିରିଆ ପାଇଁ ଖୁସି ଖବର।ଆସନ୍ତାକାଲି ବନ୍ଦ ରହିବ କଟକ ଓ କେନ୍ଦ୍ରାପଡା ର ସମସ୍ତ ସରକାରୀ ଅଫିସ ।  ଏନେଇ ଘୋଷଣା କରିଛନ୍ତି ରାଜସ୍ବ କମିସନର । ମାଣବସା ପାଇଁ ସ୍ଥାନୀୟ ଛୁଟି ଘୋଷଣା । ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିବାରୁ ମାଣବସାରେ ହେଲା ଛୁଟି ।ଭାରତ ବନ୍ଦ ପାଇଁ ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିଲା ।

Get real time updates directly on you device, subscribe now.