fbpx

କରୋନା କାଳରେ ଆତଙ୍କୀ ଅଧିକ ସକ୍ରିୟ: ଇଣ୍ଟରପୋଲ

Advertisement

ନୂଆଦିଲ୍ଲୀ, ୨୩ା୧୨: କରୋନା ସମୟରେ ଯେତେବେଳେ ସାଧାରଣ ଜନତା ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିଲେ, ସେତେବେଳେ ଆତଙ୍କବାଦୀମାନେ ନିଜର ସଙ୍ଗଠନକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ । ଏହା ଖୁଲାସା କରିଛି ଇଣ୍ଟରପୋଲ ।

ଇଣ୍ଟରପୋଲର କହିବା ଅନୁଯାୟୀ, ଆତଙ୍କବାଦୀଙ୍କ ସମେତ ଅନ୍ୟ ଅପରାଧୀମାନେ କରୋନା କାଳରେ ଅଧିକ ସକ୍ରିୟ ରହିଥିଲେ । ଏହି ସମୟରେ ଅର୍ଥକୁ ମାଧ୍ୟମ କରି ନେଟୱାର୍କକୁ ବିସ୍ତାର କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରିଥିଲେ । ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ବିସ୍ତାର କରି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ।

Get real time updates directly on you device, subscribe now.