fbpx

ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ ।

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର) :  ଚାକିରିଆ ଓ ଜନପ୍ରତିନିଧି ମାନେ ନିଜର ବାର୍ଷିକ ଆୟ ବିବରଣୀ ଦେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତେ ଜାଣିବା ଭଳି ପବ୍ଲିକ ଡୋମେନରେ ଆୟ ବିବରଣୀ ଦେବେ ବୋଲି ଏହି ବିଜ୍ଞପ୍ତି ରେ ନିର୍ଦେଶ ଦିଆଯାଇଛି ।ରାଜ୍ୟ ସରକାର ସ୍ଵଛ ଓ ଦୁର୍ନୀତିମୁକ୍ତ ଶାସନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

Get real time updates directly on you device, subscribe now.