fbpx

ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ସରକାରଙ୍କ ଫୋକସ: ୧ ହଜାର କୋଟିର ବିଲ ପାରିତ

ଭୁବନେଶ୍ୱର: ବିଧାନସଭାରେ ବଜେଟ ଉପସ୍ଥାପନରେ ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱରରୁ କଟକ ପର୍ୟ୍ୟନ୍ତ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ କାମର ଶୁଭାରମ୍ଭ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ପ୍ରକଳ୍ପ କାମକୁ ଏବେର ବିଜେପି ସରକାର ପୂର୍ଣ୍ଣ କରିବାକୁ ଯାଉଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ୧ ହଜାର କୋଟି ଟଙ୍କାର ବିଲ ପାରିତ କରିଛନ୍ତି ।

Get real time updates directly on you device, subscribe now.