ଭୁବନେଶ୍ୱର, ୧୨/୯(ଓଡ଼ିଶା ଭାସ୍କର): ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ ହୋଇଛି।୮୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।ସରକାରଙ୍କ ପକ୍ଷରୁ ନକ୍ସଲମାନଙ୍କ ସହ କଥାବାର୍ତ୍ତା କରି ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟସମାଜ ନେତା ଅଗ୍ନିବେଶ।