fbpx

(Video) ବାହାଘର ଦିନ ଗେଷ୍ଟ୍ ଦେଖିଲେ କନ୍ୟାର ଅଶ୍ଲୀଳ ଭିଡିଓ: ଭିଣୋଇ ସହ ବେଡରୁମରେ ରଖୁଥିଲେ ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ବର-କନ୍ୟା ପରସ୍ପରର ହାତ ଧରିଥିଲେ ଏବଂ ପଛରେ ଅଶ୍ଲୀଳ ଭିଡିଓ ଚାଲିବା ଆରମ୍ଭ ହୋଇଥିଲା ।

କୁହାଯାଉଛି ଯେ, ଯୁବତୀଙ୍କ ସମ୍ବନ୍ଧ ନିଜ ଭିଣୋଇ ସହ ଶାରୀରିକ ସମ୍ପର୍କ ରଖିଥିଲେ । ବାହାଘର ପୂର୍ବରୁ ଯୁବତୀ ଭିଣୋଇ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ଘଟଣାର ଭିଡିଓ କୌଣସି ପ୍ରକାରରେ ବର ହାତରେ ଲାଗିଥିଲା, କିନ୍ତୁ ସେ ଏବିଷୟରେ କନ୍ୟାକୁ କିଛି କହିନଥିଲେ ବରଂ ବାହାଘର ଦିନକୁ ଅବେକ୍ଷା କରିଥିଲେ ।

ବାହାଘର ଦିନ ଯେତେବେଳେ ସମସ୍ତ ଅତିଥି ଆସିଥିଲେ, ସେବେ କନ୍ୟା ଓ ଭିଣୋଇର ଶାରୀରିକ ସମ୍ପନ୍ଧର ଭିଡିଓ ସ୍କିନରେ ଚଳାଇଥିଲା ବର । ସମସ୍ତ ଅତିଥିଙ୍କ ସହ କନ୍ୟା ମଧ୍ୟ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା । କନ୍ୟା ନିଜ ହାତରେ ଧରିଥିବା ଫୁଲକୁ ବର ଉପରେ ଫିଙ୍ଗି ଦେଇ କହିଥିଲେ ଯେ, ‘ତୁମକୁ କ’ଣ ଲାଗୁଛି, ମେତାତେ କିଚି ଜଣାନଥିଲା ।’ ତେବେ ଏହି ଭିଡିଓଟି ଚୀନର ବୋଲି ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଦୁଇ ବର୍ଷ ଧରି ରିଲେସନସିପରେ ଥିଲେ । ବିବାହର ଛଅ ମାସ ପୂର୍ବରୁ ନିର୍ବଦ୍ଧ କରିଥିଲେ । ବର କନ୍ୟା ସହ ପାରିବାରିକ ହିଂସା କରୁଥିବାର ଦାବି କରାଯାଇଥିଲା । ଏହା ପରେ ମହିଳା ଜଣଙ୍କ ତାଙ୍କ ଭାଉଜଙ୍କ ସହ ସମ୍ପର୍କ ରଖିଥିଲେ । ଯେତେବେଳେ ବର ଏ ବିଷୟରେ ଜାଣିବାକୁ ପାଇଲେ, ସେ ଏପରି ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ । ତେବେ ଘଟଣାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.