fbpx

କରୋନା ପାଇଁ ଚଳିତବର୍ଷ ହଜ୍ ବାତିଲ

ନୂଆଦିଲ୍ଲୀ, ୨୩ା୬: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେଣୁ କରୋନା ପାଇଁ ଚଳିତବର୍ଷ ହଜ ବାତିଲ କରିଛନ୍ତି କେନ୍ଦ୍ର ସରକାର । ସାଉଦି ଆରବକୁ ୨.୩ ଲକ୍ଷ ହାଜିଙ୍କ ଯାତ୍ରା ଚଳିତବର୍ଷ ବାତିଲ କରାଯାଇଛି । ସମସ୍ତଙ୍କ ଆବେଦନ ରାଶି ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବେ ସରକାର । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.