fbpx

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହର୍ଷବର୍ଦ୍ଧନଙ୍କ ଇସ୍ତଫା

Advertisement

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା । ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଏବଂ ଶ୍ରମମନ୍ତ୍ରୀ ଗଙ୍ଗୱାର ଇସ୍ତଫା ଦେଇଥିବା ନେଇ ସୂଚନା ଥିବାବେଳେ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଇସ୍ତଫା ଦେଇଥିବା ନେଇ ସୂଚନା ।

ମୋଦୀଙ୍କ ଦ୍ୱିତୀୟ ପାଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ ହର୍ଷବର୍ଦ୍ଧନ । ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି ଡାକ୍ତର ହର୍ଷବର୍ଦ୍ଧନ ।

Get real time updates directly on you device, subscribe now.