fbpx

ଘରୋଇ ସ୍କୁଲ ଫି’ ମାମଲାର ଶୁଣାଣି ଶେଷ

କଟକ,୨୯ ।୯(ଓଡିଶା ଭାସ୍କର): ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଆଜି ଶୁଣାଣି ହୋଇଛି । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ତେବେ ଘରୋଇ ସ୍କୁଲ ୩୦% ଫି ଛାଡ ପାଇଁ କମିଟି ନିଷ୍ପତ୍ତି ନେଇଥିଲା । ସେଇ ସମ୍ପର୍କରେ କମିଟି ହାଇକୋର୍ଟଙ୍କୁ ଅବଗତ କରିଛି ।

Get real time updates directly on you device, subscribe now.