fbpx
BSKY
BJD MC SKY
BJD YOUTH SKY

Breaking; ସିଲିଭର ସିଟିରେ ପ୍ରବଳ ବର୍ଷା: କୁଆପଥର ବର୍ଷା ସାଙ୍ଗକୁ ବଦଳିଲା ପାଗ

କଟକ: ସାରା ରାଜ୍ୟରେ କଲବଲ କରୁଥିବା ଅସହ୍ୟ ତାତିରୁ ମୁକ୍ତି ପାଇଛି ଟ୍ୱିନ ସିଟି । ଆଜି ଅପରାହ୍ନରେ ପାଗ ବଦଳିବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ତେବେ ସିଲଭର ସିଟି କଟକରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରବଳ ର୍ବୋ ହେବା ଫଳରେ କଟକରେ ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ରେକର୍ଡ କରାଯାଇଛି । କଟକ ସମେତ ଭୁବନେଶ୍ୱର ଏବଂ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଏବଂ କୁଆପଥର ବର୍ଷା ହୋଇଛି । ଭଞ୍ଜନଗରରେ କୁଆପଥର ବର୍ଷା ଏବଂ ପବନରେ ଗଛ ଭାଙ୍ଗି ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.