ରାଶିଫଳ (ମଙ୍ଗଳବାର,୨୩ ଫେବୃୟାରୀ-୨୦୨୧)

COVID-19 Updates
  • World 144,264,807
    World
    Confirmed: 144,264,807
    Active: 18,467,456
    Recovered: 122,731,138
    Death: 3,066,213
  • USA 32,583,792
    USA
    Confirmed: 32,583,792
    Active: 6,849,612
    Recovered: 25,151,152
    Death: 583,028
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ମେଷ : ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସିପୂର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।

ବୃଷ : ଆପଣ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ ।

ମିଥୁନ : ପରିଶେଷରେ ଆଜି ଆପଣଙ୍କ ବିଚାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ ।

କର୍କଟ : ଆଜି ଆପଣ ସାମାଜିକ ଗତିବିଧିଗୁଡ଼ିକ ପ୍ରତି ଆକର୍ଷିତ ରହିବେ, ବନ୍ଧୁମାନଙ୍କ ଯଥେଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବା ହେବ ବା ରାତ୍ରିଭୋଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।

ସିଂହ : ଆଜି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ, ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।

କନ୍ୟା : ଆଜି ପାଇଁ ଆପଣଙ୍କର ମୂଳମନ୍ତ୍ର ଅଟେ ବିଶ୍ୱାସ, ଆପଣଙ୍କୁ ଏହା ଜାଣିବାକୁ ଉଚିତ୍ ଯେ ନିଜର ହିଁ ପ୍ରିୟଜନ ଯେକି ଆପଣଙ୍କୁ ଭଲ ପାଆନ୍ତି, ତଥାପି ବିଶ୍ୱାସ କରିବାରେ କୁଣ୍ଠିତ ଅନୁଭବ କରୁଛନ୍ତି କାହିଁକି ?

ତୁଳା : ଜୀବନ ପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟାବହାରିକ ଏବଂ ତର୍କସଙ୍ଗତ ତଥ୍ୟ ପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ବିଛା : ଆପଣଙ୍କ ଦୃଢ଼ତା ଏବଂ ଧୈର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ଧନୁ : ଆପଣଙ୍କ ସଂମ୍ପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ ।

ମକର : ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।

କୁମ୍ଭ : ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇପାରନ୍ତି ।

ମୀନ : ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ ।

Get real time updates directly on you device, subscribe now.

Comments are closed.