fbpx

ରାଶିଫଳ(ଶନିବାର,୧୧ ଫେବୃଆରୀ,୨୦୨୩)

ମେଷ : ଆଜି ଦେବଦର୍ଶନର ସୁଯୋଗମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ । ଯେଉଁକାମ କରିବେ ସେଥିରେ ସଫଳତା ମିଳିବ । ମହିଳାମାନେ ସୌଭାଗ୍ଯ  ବତୀ ହେବେ ।
*ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ।
ବୃଷ :  ପ୍ରତେକଟି ଦିଗରୁ ଲାଭ ବାନ ହେବେ । ଧାର୍ମିକ ଅନୁଷ୍ଠାନରେ  ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
*ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।
ମିଥୁନ : ଯଗି ରଖି ଚଳନ୍ତୁ  ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ।ବ୍ଯବସାୟରେ ଆଶାନୁରୂପ ସଫଳତା ମିଳିବ ।
*ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
କର୍କଟ : ଆଜି  ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ପରାଜୟ ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ବ୍ୟବସାୟରୁ  ଲାଭ ଭାନ ହେବେ। ପ୍ରେମରେ ସଫଳତା ମିଳିବ।
*ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
ସି˚ହ : ମନରେ ଦ୍ବନ୍ଦ୍ବ ରହିବ ।ଶତୃମାନେ ପରାଜିତ ହେବେ ।କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଉତ୍ତମ ରହିରହିବ । ବନ୍ଧୁ ମାନେ  ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।
*ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
କନ୍ୟା : ଆଜି ଆପଣଙ୍କ ମନ ଅଶାନ୍ତ ରହିବା ସହ ବୃଥା ଭାବନା ଦେଖା ଦେବ ।  ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
*ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ତୁଳା : ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟରେ  ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା  ମିଳିବ ।
*ପ୍ରତିକାର-ମିଠାଦହି ଖାଇ ଘରୁ ବାହାରନ୍ତୁ ।
ବିଛା : ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ।ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।ବିଦ୍ଯାର୍ଥୀମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ।*ପ୍ରତିକାର- କଳାବିରି ଦୁବଘାସ ଖାଇବାକୁ ଖାଇବାକୁ ଦିଅନ୍ତୁ ।
ଧନୁ : ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବେ ।  କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
*ପ୍ରତିକାର-ମିଠାଦହି ଖାଇ ଘରୁ ବାହାରନ୍ତୁ ।
ମକର : ଆଜି  ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରୁ ପୁର୍ଣ୍ଣ   ସହଯୋଗ ମିଳିବ। ପୂର୍ବର କାମ ପୂରା କରିବା ଲାଗି ନୂଆ ଯୋଜନା କରିବେ ।ବ୍ୟବସାୟରେ ରେ ସଫଳତା ମିଳିବ।
ପ୍ରତିକାର-ଗଣେଶଙ୍କୁ କର୍ପୂର ଆଳତୀ କରି ପ୍ରଣାମ କରନ୍ତୁ ।
କୁମ୍ଭ : ଦିନଟି ଆପଣଙ୍କ ଲାଗି ମଧ୍ୟମ ରହିବ। ବ୍ୟବସାୟରେ ସଫଳତା ମିଳିବ ।ମହିଳାମାନେ ପ୍ରଶଂସନୀୟ ହେବେ । ପାରିବାରିକ  ଜୀବନ ସୁଖମୟ ହେବ । ବିଦ୍ଯାର୍ଥୀମାନେ  ବିଦ୍ଯାରେ ସଫଳତା  ପାଇବେ।
ପ୍ରତିକାର- ପଞ୍ଚାମୃତ ପାନକରି ଘରୁ ବାହାରନ୍ତୁ ।
ମୀନ : ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ । ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।
ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Get real time updates directly on you device, subscribe now.