fbpx
BJD
BJD SKY
BJD SKY

ବର୍ଷକର ପାଠ ୩ ମାସରେ ସାରିଦେଉଛ: କି ମାଷ୍ଟ୍ର କି ତମେ, ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ହଙ୍ଗାମା(Video)

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷକର ପାଠ ପଢା ତିନି ମାସରେ କେମିତି ସାରିଲ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାକୁ ଓହ୍ଲାଇଛନ୍ତି । ବର୍ଷଯାକ ପାଠ ପଢା ନଥିବା ବେଳେ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି ।

ରାଜଧାନୀର ରାଜରାସ୍ତାରେ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି । ବର୍ଷଯାକ ଛୁଟିରେ ରହିଥିବା ବେଳେ ବର୍ଷର ଶେଷ ଆଡକୁ ପରୀକ୍ଷା କରାଇବା ଅତ୍ୟନ୍ତ ଭୁଲ ନିଷ୍ପତ୍ତି ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । ବର୍ଷଯାକ ଆମେ ଗୁଗୁଲ ମିଟରେ ପାଠ ପଢିଥିବା ବେଳେ କ୍ଲାସରୁମରେ ପରୀକ୍ଷା ଦେବାର କୌଣସି ଲଜିକ୍ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

Get real time updates directly on you device, subscribe now.