fbpx

ଆପଣଙ୍କ ହ୍ୱାଟ୍ସଆପ୍ DP କିଏ ଲୁଚି-ଛପି ଦେଖୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

Advertisement

ନୁଆଦିଲ୍ଲୀ: ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ୱାଟ୍ସଆପ ନମ୍ବର ୧ । ଯଦି ଆପଣ ହ୍ୱାଟ୍ସଆପରେ ପ୍ରୋଫାଇଲ ଫଟୋ ବା DP ରଖିଛନ୍ତି ଓ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ DP କିଏ-କିଏ ଦେଖିଛନ୍ତି, ତେବେ ଆପଣ ଅତି ସହଜରେ ଏହାର ପତ୍ତା ଲଗାଇପାରିବେ । ଆସନ୍ତୁ ଜାଣିବା ଏହାର ଅତି ସହଜ ଉପାୟ…

– ଏଥିପାଇଁ ପ୍ରଥମେ ଆପଣଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯିବାକୁ ପଡିବ । ଏଠାରେ ସର୍ଚ୍ଚ ଅପସନରେ ଆପଣଙ୍କୁ Whats Tracker: Who Viewed My Profile ଆପକୁ ଡାଉନଲୋଡ କରିବାକୁ ପଡିବ ।

– Whats Tracker: Who Viewed My Profile ଟାଇପ୍ କରିବାବେଳେ ଆପଣଙ୍କୁ ନିଜର ଇମେଲ୍, ମୋବାଇଲ୍ ନମ୍ବର ଏବଂ ପାସୱାର୍ଡ ଦେବାର ଅପସନ୍ ମିଳିବ ।

– ଆପଣଙ୍କୁ ସେହି ଇମେଲ ବା ମୋବାଇଲ ନମ୍ବର ଦେବାକୁ ପଡିବ, ଯେଉଁଥିରେ ଆପଣ ନିଜର ହ୍ୱାଟ୍ସଆପ ଖୋଲିଥିବେ ।

– ଇମେଲ୍, ନମ୍ବର ଏବଂ ପାସୱାର୍ଡ ଏଣ୍ଟର କରିବା ପରେ, ଆପଣ ସେହିମାନଙ୍କର ଲୋକଙ୍କ ତାଲିକା ନଜର ଆସିବ, ଯେଉଁମାନେ ଗତ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କର ପ୍ରୋଫାଇଲ୍ ଦେଖିଛନ୍ତି ।

– ଯଦି ଏକା ସାଙ୍ଗରେ ୨ଟି ହ୍ୱାଟ୍ସଆପ ଚଳାଉଥିବେ, ତେବେ ଏହି ଆପ ଜରିଆରେ କେବଳ ଗୋଟିଏ DP ଡିଟେଲ ଜାଣିପାରିବେ ।

Get real time updates directly on you device, subscribe now.