fbpx

ବଦଳିଲେ ସିବିଏସଇ ଚେୟାରମ୍ୟାନ: ଭିନିତ ଯୋଶୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ବଦଳିଲେ ସିବିଏସଇ ଚେୟାରମ୍ୟାନ । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭିନିତ ଜୋଶୀ ହେଲେ ସିବିଏସଇର ନୂଆ ଚେୟାରମ୍ୟାନ । ଆଇଏସ ଶ୍ରୀ ମନୋଜ ଆହୁଜାଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ ଭିନିତ୍ ଯୋଶୀ ।

୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ନିକଟରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର ସଚିବ ଭାବରେ ନିଯୁକ୍ତ କରାଯାଇଛି । ୨୦୨୦ ମେ ୧୨ରେ ସେ ସିବିଏସଇ ଚେୟାରମ୍ୟାନ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

 

Get real time updates directly on you device, subscribe now.