fbpx
BJD SKY
BJD SKY

ଆଇଡି ବିସ୍ଫୋରଣରେ ୪ ଯବାନ ଗୁରୁତର

BJD

ଛତିଶଗଡ଼ ବିଜାପୁରରେ ଆଇଡି ବିସ୍ଫୋରଣ । ବିସ୍ଫୋରଣରେ ୪ ସିଆରପିଏଫ୍ ଯବାନ ଗୁରୁତର ଆହତ । ୩ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ଅନ୍ୟଜଣେ ଆହତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସିଆରପିଏଫ୍ ଆଇଜିଙ୍କ ସୂଚନା ।

Get real time updates directly on you device, subscribe now.