fbpx

ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଲେ ମାଓବାଦୀ

ନୂଆଦିଲ୍ଲୀ: ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଦେଇଛନ୍ତି ମାଓବାଦୀ । ରାଉଲକେଲା-ଟାଟାନଗରା ମଧ୍ୟରେ ରେଳ ଟ୍ରାକ୍ ଉଡାଇ ଦେଇଥିବା ସୂଚନା ମିଳିଛି । ଝାଡଖ୍ରଣ୍ଡର ସୋନୁଆ ଓ ଲୋଟାପାହାଡ ମଝିରେ ରେଳ ଟ୍ରାକ୍ ଉଡାଇଦେଇଛନ୍ତି ମାଓବାଦୀ । ତେବେ ଘଟଣାସ୍ଥଳରେ ଆରପିଏଫ୍ ସମେତ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି । ଟ୍ରାକ୍ ଉଡାଇ ଦେଇଥିବାରୁ ବହୁ ଏକ୍ସପ୍ରେସ୍ ଓ ଲୋକାଲ୍ ଟ୍ରେନ୍ ଅଟକିଛି ।

 

Get real time updates directly on you device, subscribe now.