fbpx

ପୁରାତନ କାଳରେ ରାଜା ମହାରାଜାମାନେ ୧୦୦ ରାଣୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ, ଜାଣନ୍ତୁ କିପରି

ଆଜିର ସମୟରେ ପୁରୁଷମାନେ ନିଜର ଏକମାତ୍ର ସାଥୀଙ୍କୁ ସନ୍ତୁଷ୍ଟ କରିପାରୁ ନାହାନ୍ତି । କିନ୍ତୁ ପ୍ରାଚୀନ କାଳରେ ରାଜା ମହାରାଜାମାନେ ୧୦୦ ରାଣୀଙ୍କୁ ସହଜରେ ସନ୍ତୁଷ୍ଟ କରିପାରୁଥିଲେ । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଏହା ପଛର ପ୍ରକୃତ କାରଣ ବିଷୟରେ ।

୧- ପ୍ରଥମ କଥା ହେଲା, ପ୍ରାଚୀନ କାଳରେ ରାଜାମାନେ ଆୟୁର୍ବେଦିକ ଔଷଧ ସେବନ କରୁଥିଲେ । ଫଳରେ ସେମାନଙ୍କର ଷ୍ଟାମିନା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଜାୟ ରହୁଥିଲା । ତେଣୁ ସେମାନେ ଏକାଧିକ ରାଣୀଙ୍କ ସହ ସମୟ ବିତାଇ ପାରୁଥିଲେ ।

୨- ନିଜର ଷ୍ଟାମିନା ବୃଦ୍ଧି ପାଇଁ ରାଜାମାନେ ଶିଲାଜୀତ, ମୁସଲି, ଅଶ୍ୱଗନ୍ଧା, ଅଁଳା ଆଦି ଦ୍ରବ୍ୟ ସେବନ କରୁଥିଲେ । ପ୍ରାଚୀନ କାଳର ପୁସ୍ତରେ ଏ ବିଷୟରେ ଉଲ୍ଲେଖ କରାଯାଇଛି । ଏଗୁଡ଼ିକ ସେବନ କରିବାର ସୁଫଳ ସେମାନଙ୍କର ଶରୀର ଉପରେ ପଡ଼ୁଥିଲା ।

୩- ଏଥିପାଇଁ ଆପଣମାନେ ଶିଲାଜିତ, ଅଁଳା, ଅଶ୍ୱଗନ୍ଧାରୁ ୫ ଗ୍ରାମ ଲେଖାଏଁ ନେଇ ଗୁଣ୍ଡ କରି ଗରମ କ୍ଷୀର ସହିତ ସେବନ କରିପାରିବେ । ଏହାଦ୍ୱାରା ଆପଣଙ୍କର ଷ୍ଟାମିନା ବୃଦ୍ଧି ହେବା ସହ ଆପଣ ନିଜର ସାଥୀଙ୍କୁ ସନ୍ତୁଷ୍ଟ କରିପାରିବେ ।

୪- ଏହି ଔଷଧ ସେବନ କରିବା ଦ୍ୱାରା ପୁରୁଷମାନଙ୍କର ମର୍ଦାନା ଶକ୍ତି ବୃଦ୍ଧି ପାଇବା ସହ ଶୀଘ୍ର ସ୍ଖଳନ ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.