fbpx

ଟପ୍ ୫୦ରେ ରହିଲେ ଓଡିଶାର ୨ ବିଧାୟକ

ଭୁବନେଶ୍ୱର,୧୬ ।୮(ଓଡିଶା ଭାସ୍କର): ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ୨ ଓଡିଶା ବିଧାୟକ । ତାଲିକାରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ସାମିଲ ରହିଛି । ଏହା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ସାମିଲ ଅଛି । ବିଧାୟକଙ୍କ କାର୍ଯ୍ୟଧାରା ଆଧାରରେ ଏହି ତାଲିକା ପ୍ରସ୍ତୁତ ରହିଛି । ତେବେ ଦେଶର ୩,୯୫୮ ବିଧାୟକଙ୍କୁ ନେଇ ଫେମ ଇଣ୍ଡିଆ ପକ୍ଷରୁ ସର୍ଭେ ହୋଇଛି ।

Get real time updates directly on you device, subscribe now.