fbpx

ବଢିଲା +୨ ଆବେଦନର ଅବଧି

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟରେ +୨ ନାମଲେଖା ଆବେଦନ ଅବଧି ବଢିଛି । ସେପ୍ଟେମ୍ବର ୪ ପରିବର୍ତ୍ତେ ୧୧ ତାରିଖ ଯାଏ ଏଣିକି ଆବେଦନ କରିହେବ । www.samsoodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏହା ପରେ ସେପ୍ଟେମ୍ବର ୨୧ରୁ ୨୬ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।

Get real time updates directly on you device, subscribe now.