fbpx

ନିର୍ଣ୍ଣାୟକ ଟି-୨୦ରେ ଭାରତର ବ୍ୟାଟିଂ ନିଷ୍ପତ୍ତି; WARRIERଙ୍କ ପଦାର୍ପଣ

AAKASH

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟି-୨୦ରେ ଭାରତ ପକ୍ଷରୁ ୪ ଖେଳାଳି ପଦାର୍ପଣ କରିଥିବା ବେଳେ ଅନ୍ତିମ ତଥା ନିର୍ଣ୍ଣାୟକ ଟି-୨୦ରେ ପଦାର୍ପଣ କରିଛନ୍ତି ସନ୍ଦୀପ ୱାରିୟର ।

ଭାରତୀୟ ଦଳ: ଦେବଦତ୍ତ ପାଡିକଲ, ଶିଖର ଧୱନ, ସଞ୍ଜୁ ସାମସନ, ନୀତିଶ ରାଣା, ଋତୁରାଜ ଗାଏକ୍ୱାଡ, ଚେତନ ସାକାରିୟା, ଭୁବନେଶ୍ୱର କୁମାର,ରାହୁଲ ଚହର,ସନ୍ଦୀପ ୱାରିୟର ଓବରୁଣ ଚକ୍ରବର୍ତ୍ତୀ ।

Get real time updates directly on you device, subscribe now.