fbpx

ବୋଲିଂ କରିବ ଭାରତ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ବୋଲିଂ କରିବ ଭାରତ । ଏହାସହ ୩ଟିକିଆ ଦିନିକିଆ ସିରିଜ ୧-୧ରେ ବରାବର ରହିଛି ।

Get real time updates directly on you device, subscribe now.