fbpx
BJD SKY
BJD SKY

ଜନ୍ମମାଟିକୁ ଫେରିବ ଦୁଇ ଓଡିଆ ଯବାନଙ୍କ ମରଶରୀର

BJD

ନୂଆଦିଲ୍ଲୀ, ୧୮/୬:  ଜନ୍ମମାଟିକୁ ଫେରିବ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ମରଶରୀର। ରାଷ୍ଟ୍ରୀୟ ସମ୍ମାନ ସହ  ଶେଷ କୃତ୍ୟ
ସମ୍ପନ୍ନ ହେବ।

ଉଲ୍ଲେଖଯୋଗ୍ୟ ଯେ ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦନିକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଗତ ୧୬ ତାରିଖ ଦିନ ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରୁ ୨ଜଣ ଓଡ଼ିଶାର ହୋଇଥିବା ଜଣାପଡ଼ିଛି । ଦୁଇ ଜଣ ଯବାନ ହେଉଛନ୍ତି କନ୍ଧମାଳର ବାଇରାପାଙ୍ଗର ଚନ୍ଦ୍ରାକାନ୍ତ ପ୍ରଧାନ ଓ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ।

Get real time updates directly on you device, subscribe now.