fbpx

ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ପୋଟଚେକ୍ସୋଚୁ.୪ ।୨: ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲରେ ପାକିସ୍ତାନକୁ ହରାଇ ବିଜୟ ଲାଭ କରିଛି ଭାରତ । ପାକିସ୍ତାନକୁ ୧୦ ୱିକେଟରେ ହରାଇ ଫାଇନାଲରେ ସ୍ଥାନ ଅଧିକାର କରିଛି ଭାରତ । ପ୍ରଥମ ସେମିଫାଇନାଲରେ ଭାରତ ପାକିସ୍ତାନକୁ ହରାଇଛି । କୌଣସି ୱକେଟ ନହରାଇ ବିଜୟ ଲାଭ କରିଛି ଭାରତ । ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.