fbpx

ଘୋଡ଼ା ସବାରୀରେ ବଢିଲା ପଦକ ଆଶା; ଫାଇନାଲରେ ପହଞ୍ଚିଲେ ଫୌଆଦ ମିର୍ଜା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଅଶ୍ୱଚାଳକ ଭାବରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଫୌୀଆଦ ମିର୍ଜା ଫାଇନାଲରେ ପ୍ରବେଶ କରିଛନ୍ତି । ଅଶ୍ୱଚାଳନାର ବ୍ୟକ୍ତିଗତ ଇଭେଣ୍ଟରେ ଫୌଆଦ ୨୨ ତମ ସ୍ଥାନରେ ରହିଥିଲେ । ୪୪ ରାଷ୍ଟ୍ର ଅଂଶଗ୍ରହଣ କରୁଥିବା ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୨୫ ଫାଇନାଲରେ ସାମିଲ ହୋଇଥିବା ବେଳେ ଫୌଆଦ ଫାଇନାଲରେ ସାମିଲ ହୋଇଛନ୍ତି ।

ଏହା ସହିତ ଘୋଡା ସବାରୀରେ ଭାରତର ପଦକ ଆଶା ଉଜ୍ଜୀବିତ ରଖିବାରେ ସକ୍ଷମ ହୋଇଛନ୍ତି ଫୌଆଦ ମିର୍ଜା । ଫୌଆଦଙ୍କ ବ୍ୟତିତ ମହିଳା ଡିସକସ ଥ୍ରୋୟର କମଲଜିତ କୌର ମଧ୍ୟ ଦେଶ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଭାରତ ଗୋଟିଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.