fbpx

(Video) ସରିଲା କଳିଯୁଗ! ସତ ହେଉଛି ମାଳିକାରେ ଲେଖା ପ୍ରତ୍ୟେକ ବାଣୀ: ଯୁଇରେ ଶବରୁ ମାଂସ ଖାଇଲାଣି ମଣିଷ

ହଜାର ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ମାଳିକା ଧିରେ ଧିରେ ସତ ହେବାରେ ଲାଗିଛି । ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ସତ ହେଉଥିବା ବେଳେ କଳିଯୁଗ ଶେଷ ହେବା ନେଇ ସମସ୍ତଙ୍କ ଭୟ ବଢିବାରେ ଲାଗିଛି । ପ୍ରକୃତରେ କ’ଣ ଶେଷ ହୋଇଯିବ କଳିଯୁଗ? ସତରେ କ’ଣ ଧ୍ୱଂସ ପାଇବ ଏ ସୁନ୍ଦର ପୃଥିବୀ ?

ପୃଥିବୀବାସୀଙ୍କ ପାଇଁ ଆଗକୁ ଆସୁଛି ଖୁବ ଭୟଙ୍କର ସମୟ । ମହାପୁରୁଷ ଅଚୁତାନନ୍ଦଙ୍କ ମାଳିକାରେ ଲେଖାଥିବା ପ୍ରତ୍ୟେଖ କଥା ସତ ହେଉଥିବା ଦେଖାଯାଉଛି । ଆଜି ଆଉ ଏକ ମାଳିକା ବାଣୀ ମଧ୍ୟ ସତ ହେଉଛି । ଯାହା କଳିଯୁଗ ଶେଷ ହେବାର ଭୟକୁ ଆହୁରି ବଢାଇ ଦେଇଛି । ଲେଖା ହୋଇଥିଲା ଯ଼େତେବେଳେ କଳିଯ଼ୁଗ ଶେଷ ହେବ ଏଠି ମଣିଷ ଅନ୍ୟ ମଣିଷର ମାଂସ ଖାଇବ । ଆଉ ଆଜି ଏହି କଥା ସତ ପ୍ରମାଣିତ ହୋଇଛି । ମୟୁରଭଞ୍ଜରେ ରାକ୍ଷସ ଭଳି ଜୁଇରେ ଜଳୁଥିବା ଶବର ମାଂସକୁ ଆଣି ଖାଇଛି । ଜୁଇଲେ ଜଳୁଥିବା ଅଧା ଜଳା ଶବକୁ କାଟି ଖାଇଛନ୍ତି ନର ରାକ୍ଷାସ । ୨୫ ବର୍ଷ ଜଣେ କୁଆରୀ ଝିଅର ମାଂସକୁ କିଛି ଲୋକ ଭିଡି ଖାଉଥିବା ଦେଖାଯାଇଛି । ତେବେ ଯଦି ଏଭଳି ଭାବରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପ୍ରତ୍ୟେକ ମାଳିକା ବଚନ ସତ ହୋଇଯାଏ, ତେବେ ଖୁବଶୀଘ୍ର ସାରା ପ୍ୟୃଥିବୀରେ ଖୁବଶୀଘ୍ର କୋକୁଆ ଭୟ ଖେଳିଯିଯବ ଏବଂ ପୃଥିବୀ ଧ୍ୱଂସ ହେବାକୁ ଯାଉଛି । ଗୋଟିଏ ୨୫ ବର୍ଷ କୁଆଁରୀ ଝିଅର ଶବକୁ ଜୁଇରୁ କଢି ଆଣି ଦୋରପୋଡା ଅବସ୍ଥାରେ ତା ମାଂସକୁ ଖାଇଥିଲେ ଶବର ଅଧା ପୋଡା ମାଂସକୁ ଖାଇ ନିଜର ଭୋକ ମେଣ୍ଟାଇଥିଲେ ।

ତେବେ ଏହା କ’ଣ ସତ ଯେ, ମାଳିକାରେ ଲେଖାଥିବା ପ୍ରତ୍ୟେଖଟି କଥା ସତ ହେବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଲୋକ ଏବେଠୁ ିଁ ଭୟ କରୁଛନ୍ତି ଯେ ଆଗାମୀ କେଇଟା ଦିନ ମଧ୍ୟରେ କଳିଯୁଗ ଶେଷ ହେବ ଏବଂ ସାରା ଦୁନିଆର ଅନ୍ତ ସମୟ ପାଖେଇ ଆସୁଛି । ଏସବୁ ଦେଖି ଲୋକମାନେ କହୁଛନ୍ତି ଯେ, ପୃଥିବୀ ବୋଧହୁଏ ଶେଷ ହେବା ଦିଗରେ ଆଗେଇ ଚାଲିଛି । କାରଣ ମାଳିକା ଅନୁସାରେ କଳିଯୁଗ ଧ୍ୱଂସ ହେବା ସମୟରେ ହେବାକୁ ଥିବା ପ୍ରତ୍ୟେକଟି ଘଟଣା ବର୍ତ୍ତମାନ ସତ ହେବାରେ ଲାଗିଛି । ୬୦୦ ବର୍ଷ ପୁର୍ବେ ମାଳିକାରେ ବର୍ଣ୍ଣିତ ଥିବା ସମସ୍ତ ଭବିଷ୍ୟବାଣୀ ଗୋଟିଏ ପରେ ଗୋଟିଏ କଥା ଅକ୍ଷରେ ଅକ୍ଷରେ ସତ ହେଉଥିବା ବେଳେ ଏଠି ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଘଟଣାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କଳିଯୁଗ ଶେଷ ହେବା ଏବଂ ପୃଥିବୀ ଧ୍ୱଂସ ହେବାର ଏହା ଏକ ପୂର୍ବ ସଂକେତ ବୋଲି କୁହାଯାଉଛି ।

Get real time updates directly on you device, subscribe now.