fbpx

ଗୋରଖପୁରରେ ISIS ଆତଙ୍କବାଦୀ

ୟୁପି,୫ ।୧: ଉତ୍ତରପ୍ରଦେଶର ଗୋରଖପୁରରେ ୨ ISIS ଆତଙ୍କବାଦୀ ପଶିଥିବା ସୂଚନା ମିଳିଛି । ଏନେଇ ଗୋରଖପୁରରେ ହାଇଆଲର୍ଟ ଜାରି କରାଯାଇଛି । ନେପାଳ ସୀମା ଦେଇ ଆତଙ୍କବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରୁଛନ୍ତି । ସେନେଇ ଭାରତ-ନୋପଳ ସୀମାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Get real time updates directly on you device, subscribe now.