fbpx

ଜାକଲିନ୍ ଫର୍ଣ୍ଣାଡିଜଙ୍କୁ ଇଡିର ଜେରା, ୫ଘଣ୍ଟା ଧରି ପଚରଉଚରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ଙ୍କୁ ଇଡିର ଜେରା । ତାଙ୍କୁ ଦିଲ୍ଲୀରେ ୫ଘଣ୍ଟା ଧରି ପଚରଉଚରା କରାଯାଇଛି । ମନି ଲଣ୍ଡ୍ରିଂ ମାମଲରେ ଇଡି ତାଙ୍କୁ ପଚରାଉଚରା ଚଳାଇଛି । ତାଙ୍କୁ ଦିଲ୍ଲୀରେ ମନି ଲଣ୍ଡ୍ରିଂ ମାମଲାରେ ଇଡିର ଟିମ୍ ପଚରାଉଚରା କରୁଛି । ତେବେ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଜାକଲିନ୍ ।

ମୂଳ ରୁପରେ ଜାକଲିନ୍ ହେଉଛନ୍ତି ଶ୍ରୀଲଙ୍କାର । ସେ ୨୦୦୬ ମସିହାରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ପାଇଁ ଚୟନ ହୋଇଥିଲେ । ଏଥିପାଇଁ ସେ ମଡେଲିଂ ବି କରୁଥିଲେ । ଆଉ ଏବେ ସେ ବଲିଉଡ୍ ରେ ଆଗଧାଡ଼ିର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ।

Get real time updates directly on you device, subscribe now.