• Likes
  • Followers
  • Subscribers
  • Followers
  • Android App
  • Wednesday, September 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • (Video) ଜାରିହେଲା ଜଗୁଆରର ନୂଆ logo, ୨୦୨୬ରୁ କମ୍ପାନୀ ନିର୍ମାଣ କରିବ ଇଲେକ୍ଟ୍ରିକ କାର

(Video) ଜାରିହେଲା ଜଗୁଆରର ନୂଆ logo, ୨୦୨୬ରୁ କମ୍ପାନୀ ନିର୍ମାଣ କରିବ ଇଲେକ୍ଟ୍ରିକ କାର

By Sima Ray Last updated Nov 21, 2024 at 11:10 AM
Share

ନୂଆଦିଲ୍ଲୀ- ବ୍ରିଟିଶ ଲଗ୍ଜୁରୀ କାର ନିର୍ମାତା ଜଗୁଆର ତାର ବହୁ ବର୍ଷ ପୁରୁଣା ଲୋଗୋ ବଦଳି ଦେଇଛି । ଏହି ନୂଆ ଲୋଗୋକୁ ଆଜି କମ୍ପାନୀ ଦୁନିଆ ସାମ୍ନାକୁ ଆସିଛି । ଜଗୁଆରର ନୂଆ ଲୋଗୋକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା । ଗତ ୮୯ ବର୍ଷ ହେଲା ଜଗୁଆର ସାରା ବିଶ୍ୱରେ ତାର କାରକୁ ନେଇ ପ୍ରସିଦ୍ଧି ହାସଲ କରିଛି । ଏବେ ଲୋଗୋ ବଦଳିଥିବା ବେଳେ ୨୦୨୬ରେ କମ୍ପାନୀ ଇଲେକ୍ଟ୍ରୋନିକ୍ସ କାର ନିର୍ମାଣ କରିବାକୁ ଯୋଜନା କରିଛି ।

କମ୍ପାନୀର ଫୋକସରେ ରହିଛି ଇଲେକ୍ଟ୍ରୋନିକ୍ କାର ନିର୍ମାଣ । ଏହି ଯୋଜନା ଅନ୍ତର୍ଗତ କମ୍ପାନୀ ଆଗାମୀ ୩ ଡିସେମ୍ବରକୁ ମିୟାମି ଆର୍ଟ ସପ୍ତାହରେ ନିଜ ନୂଆ କାର ଯୋଜନାକୁ ଦୁନିଆ ସମ୍ମୁଖକୁ ଆସିବ । ନୂଆ ଲୋଗୋ ଜାରି କରିବା ମଧ୍ୟ କମ୍ପାନୀର ଇଲେକ୍ଟ୍ରୋନିକ କାର ବ୍ରାଣ୍ଡ ପରି ନିଜକୁ ସ୍ଥାପିତ କରିବା ଦିଗରେ ନୂଆ ଏକ ପଦକ୍ଷେପ । ତେବେ ବର୍ତ୍ତମାନ ଲୋଗୋକୁ ନେଇ ଇଣ୍ଟରନେଟରେ ୟୁଜର୍ସ କମ୍ପାନୀର ଲୋଗୋକୁ ନେଇ ଭିନ୍ନ ପ୍ରତିକ୍ରିୟା ରହିଛନ୍ତି ।

ଏହି ଲୋଗୋ ଲଞ୍ଚକୁ ନେଇ ଦୁନିଆର ସବୁଠାରୁ ବଡ ଇଲେକ୍ଟ୍ରିକ କାର ନିର୍ମାତା ଟେଲ୍ସା ମାଲିକ ଏଲନ ମସ୍କ ଏକ୍ସରେ ପଚାରିଛନ୍ତି, କଣ ଆପଣ କାର ବିକ୍ରି କରନ୍ତି? ଏହାର ଉତ୍ତରରେ ଜଗୁଆର ତରଫରୁ କୁହାଯାଇଚି କି, ହଁ, ଆମେ ଆପଣଙ୍କୁ ଦେଖେଇବାକୁ ଚାହିଁବୁ, ୨ ଡିସେମ୍ବରକୁ ମିୟାମିରେ ଏକ କପ ଚା ସହ ଆମ ସହ ସାମିଲ ହୁଅନ୍ତୁ ।

ଆହୁରି ପଢନ୍ତୁ

ବିଶ୍ୱ କପ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ,…

୬୧୫ ସରକାରୀ ପୋଷ୍ଟ ଖାଲି, ଦରମା ଦେଢ଼ ଲକ୍ଷ ,…

ଏକ ବୟାନରେ ଜଗୁଆର ଏମଡି ରାଇନ ଗ୍ଲୋବର କହିଛନ୍ତି କି, ନୂଆ କାର ବିକ୍ରିରୁ ଜାଣିଶୁଣି ହଟାଯାଇଥିଲା । କାରଣ ଅନୁମାନ କରାଯାଉଥିଲା କି, ପୁରୁଣା ମଡେଲ ଓ ନୂଆ ଲୁକର ଜଗୁଆର ମଧ୍ୟରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ମାର୍କେଟିଂ ଦୃଷ୍ଟିରୁ ଏହି ସମୟରେ ଅନେକ ଲୋକ ଜାଣନ୍ତି ଜାଗୁଆରର କଣ ମାନେ । ବିଗତ ୧୦ରୁ ୨୦ ବର୍ଷ ଭିତରେ ବଜାରରେ ଉପସ୍ଥିତ ମଡେଲଙ୍କ ପ୍ରତିକ୍ରିୟା କେମିତି ରହିଛି । ଆମକୁ ଲୋକଙ୍କ ଧାରଣରେ ପରିବର୍ତ୍ତନ ଆଣିବା ଜରୁରୀ କି ଜଗୁଆରର କଣ ଅର୍ଥ । ନୂଆ ଓ ପୁରୁଣା ଭିତରେ ଏକ ପ୍ରଭେଦ ରହିବା ଜରୁରୀ ବୋଲି କହିଛନ୍ତି କମ୍ପାନୀର ଏମଡି ।

 

 

Copy nothing. #Jaguar pic.twitter.com/BfVhc3l09B

— Jaguar (@Jaguar) November 19, 2024

Share

Prev Post

ଆଇନ ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ, ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Next Post

ଦୁଃଖ ଖବର: ୧୭ ଜଣ ଯବାନ ସହିଦ, ବଡ଼ଧରଣର ଆତଙ୍କୀ ହମଲା

You might also like More from author
Breaking News

ବିଶ୍ୱ କପ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, Uncapped ଖେଳାଳିଙ୍କୁ ମିଳିଲା ସ୍ଥାନ

Top Stories

୬୧୫ ସରକାରୀ ପୋଷ୍ଟ ଖାଲି, ଦରମା ଦେଢ଼ ଲକ୍ଷ , ଜଲଦି କରନ୍ତୁ ଆପ୍ଲାଏ

Top Stories

ପୂର୍ବଜନ୍ମର ପ୍ରତିଶୋଧ ନେଉଛି ସାପ, ଗୋଡ଼ଇ ଗୋଡ଼ାଇ କରୁଛି ଦଂଶନ, ବୃଦ୍ଧଙ୍କୁ କାମୁଡ଼ିଲାଣି ୧୪ ଥର

Astrology

Vastu Mantra: ନଳ, ସାୱାର, ୱାଶ ବେସିନ୍‌, ଗୀଜର.. ପାଣି ସହ ଜଡ଼ିତ ଜିନିଷ ଘରର କେଉଁ ଦିଗରେ…

Breaking News

୧୫ ସେପ୍ଟେମ୍ବରରୁ ବଦଳିଯିବ UPI ନିୟମ, ଲିମିଟ୍‌ଠାରୁ ନେଇ ଏହି ସବୁ ଜିନିଷ ଉପରେ ପଡ଼ିବ ପ୍ରଭାବ

Top Stories

Trump Tariffs; ଭାରତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ, କହିଲେ ବ୍ୟାପାର ପାଇଁ ଆମେରିକା ପ୍ରସ୍ତୁତ,…

Prev Next
Odisha Bhaskar

Recent Posts

ବିଶ୍ୱ କପ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ,…

୬୧୫ ସରକାରୀ ପୋଷ୍ଟ ଖାଲି, ଦରମା ଦେଢ଼ ଲକ୍ଷ ,…

ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚପଲ ପିନ୍ଧି ଗଲେ…

IND vs UAE: ଆଜି ଗରମ,ଗୁଳିଗୁଳି ପାଇଁ ଅଧିକ…

ପୂର୍ବଜନ୍ମର ପ୍ରତିଶୋଧ ନେଉଛି ସାପ, ଗୋଡ଼ଇ…

Vastu Mantra: ନଳ, ସାୱାର, ୱାଶ ବେସିନ୍‌,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବିଶ୍ୱ କପ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ,…

୬୧୫ ସରକାରୀ ପୋଷ୍ଟ ଖାଲି, ଦରମା ଦେଢ଼ ଲକ୍ଷ ,…

ପୂର୍ବଜନ୍ମର ପ୍ରତିଶୋଧ ନେଉଛି ସାପ, ଗୋଡ଼ଇ…

Vastu Mantra: ନଳ, ସାୱାର, ୱାଶ ବେସିନ୍‌,…

Prev Next 1 of 28,481
© 2025 - TK Digital All Rights Reserved.