fbpx
BJD SKY
BJD SKY

ଯାଜପୁର: କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ; ଇଞ୍ଜିନ୍‌ରୁ ଅଲଗା ହେଇଗଲା ଡବା…

BJD

ଯାଜପୁର : ( ଓଡ଼ିଶା ଭାସ୍କର ) କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ । ସୋମବାର ଦିନ ୩:୧୦ ମିନିଟ ସମୟରେ ମାଲବାହୀ ଟ୍ରେନ ଇଞ୍ଜିନ୍ ରୁ ଅଲଗା ହେଇଗଲା ଡବା । ତେବେ ଏହି ଅଘଟଣରେ କାହାର କୌଣସି କ୍ଷକ୍ଷତି ହେଇନଥିବା ସୂଚନା । ସୂଚନା ଅନୁଯାୟୀ ସୋମବାର ଦିନ ଯାଜପୁର ରୋଡ ରେଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ ଏକ ମାଳବାହୀ ଟ୍ରେନ ଯାଉଥିଲା ।

ହଠାତ୍ କୋରେଇ ରେଳ ଷ୍ଟେସନର କିଛି ଦୂରରେ ଏହି ଟ୍ରେନର ଇଞ୍ଜିନରୁ ଡବା ଅଲଗା ହେଇଯାଇଥିଲା ।  ସୌଭାଗ୍ୟ ବସତଃ କୌଣସି କ୍ଷତି ହେଇନଥିବା ସୂଚନା ମିଳିଛି । ସେପଟେ ରେଳ ବିଭାଗ ପକ୍ଷରୁ ତଦନ୍ତ ପରେ ଏହି ମାଳବାହୀ ଟ୍ରେନ ଭଦ୍ରକ ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.