ଜଳେଶ୍ଵର: (ଓଡ଼ିଶା ଭାସ୍କର) ଜଳେଶ୍ଵରରେ ଲଜ୍ଜ୍ୟା । ୬୫ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ! ମୁର୍ମୁଷ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ। ଲିଫ୍ଟ ଦେବାକୁ କହି ଘରୋଇ ଜଙ୍ଗଲରେ ବୃଦ୍ଧଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ।
ରାଇବଣିଆ ଥାନା ଅଞ୍ଚଳର ଘଟଣା ହୋଇଥିବା ସୂଚନା । ଗୁରୁତର ଅବସ୍ଥା ରେ ବୃଦ୍ଧାଙ୍କୁ ହାତିଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଅଭିଯୋଗ ପରେ ସ୍ଥାନୀୟ ଜଙ୍ଗଲରୁ ରାଇବଣିଆ ପୋଲିସ ଅଭିଯୁକ୍ତ କୁ ଗିରଫ କରିଥିବା ସୂଚନା।
ଗିରଫ ଯୁବକ ହେଉଛନ୍ତି ଗହୀରାବନ୍ଧ ଗ୍ରାମର ନିହାରସନ ବିହାରି ।