fbpx

ଗିରଫ ହେଲେ ଜମନକିରା ଲ୍ୟାମ୍ପସ ଏମଡି

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଫନିନ୍ଦ୍ରଙ୍କର ୧.୫୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ଗିରଫ । କାଲି ଫନିନ୍ଦ୍ରଙ୍କର ୫ଟି ଘରେ ରେଡ୍ କରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.